ଫକୀର ସିଂହ
ଦେଖଣା
ଫକୀର ସିଂହ | |
---|---|
ଜନ୍ମ | ଫକୀର ସିଂହ ୧୯୫୭ ଧୂଆଁପାରୀ, ଜଗତସିଂହପୁର |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୬ |
ଫକୀର ସିଂହ (ଜନ୍ମ: ୧୯୫୭) ଜଣେ ଭାରତୀୟ ନାଟ୍ୟକାର ଓ ଲେଖକ । ସେ ଓଡ଼ିଆରେ ନାଟକ, କ୍ଷୁଦ୍ରଗଳ୍ପ ଓ ଗୀତିକବିତା ରଚନା କରନ୍ତି । ସେ ତାଙ୍କ ରଚିତ ଆତ୍ମଲିପି ଓ ଅନ୍ୟାନ୍ୟ ପୁସ୍ତକ ପାଇଁ ୨୦୧୬ ମସିହାରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧]
ଜୀବନୀ
[ସମ୍ପାଦନା]ଫକୀର ସିଂହ ଜଗତସିଂହପୁର ଜିଲ୍ଲାର ଧୂଆଁପାରୀ ଗ୍ରାମରେ ୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]ଫକୀର ସିଂହଙ୍କ ପ୍ରଥମ ପ୍ରସାରିତ ନାଟକ ଥିଲା ଅଲଗା ମେଘର ଛାଇ । ଏହା ୧୯୮୭ ମସିହାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା ।
ନାଟକସମୂହ
[ସମ୍ପାଦନା]- ଅସ୍ତରାଗର ରଙ୍ଗ
- ଚା'କପରେ ଝଡ଼
- ଆତ୍ମଲିପି
- ମାରୀଚର ମାୟା
- କଳାଜାଇ
- ଅନନ୍ୟା
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୬ - ଆତ୍ମଲିପି ଓ ଅନ୍ୟାନ୍ୟ ପୁସ୍ତକ ନିମନ୍ତେ)
- ରାଜଧାନୀ ପୁସ୍ତକମେଳା ସମ୍ମାନ
- ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର[୨]
- ଆଦିନାଟ୍ୟକାର ସମ୍ମାନ, ୨୦୨୦ [୩]
- ଶତାବ୍ଦୀର କଳାକାର ସମ୍ମାନ [୪]
ଆଧାର
[ସମ୍ପାଦନା]- ↑ "୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ". 10 September 2020. No. ସମ୍ବାଦ ୧୧/୦୭/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 10 September 2020. Retrieved 10 September 2020.
- ↑ "ନାଟକର ମାଟି 'ମଟାଳ', ଏଥିରେ ଲଙ୍ଗଳ ମାରିବା କଷ୍ଟ". Archived from the original on 10 September 2020. Retrieved 10 September 2020.
- ↑ "ନାଟ୍ୟକାର ଫକୀର ସିଂହଙ୍କୁ ଆଦିନାଟ୍ୟକାର ସମ୍ମାନ". No. ସମ୍ବାଦ ୨୬/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 14 January 2021. Retrieved 14 January 2021.
- ↑ "କଳିଙ୍ଗ ବହୁଭାଷୀ ନାଟ୍ୟଉତ୍ସବ ଉଦ୍ଘାଟିତ". sambadepaper.com. Archived from the original on ୨୨ ଫେବୃଆରୀ ୨୦୨୧. Retrieved 22 February 2021.
{{cite web}}
: Check date values in:|archivedate=
(help)