ଗୋପାଳପୁର ବେଳାଭୂମି
ଉଇକିପିଡ଼ିଆ ରୁ
| ଗୋପାଳପୁର ବେଳାଭୂମି | |||
| — ମାଛଧରା ବନ୍ଦର — | |||
|
|
|||
| ଦିଗବାରେଣି | 19.27°N 84.92°E / 19.27°N 84.92°Eଦିଗବାରେଣି: 19.27°N 84.92°E / 19.27°N 84.92°E | ||
| ଦେଶ | ଭାରତ | ||
| ରାଜ୍ୟ | ଓଡ଼ିଶା | ||
| ଭାରତର ଜିଲାସବୁ | ଗଞ୍ଜାମ | ||
| ଲୋକସଂଖ୍ୟା | ୬,୬୬୦ (2001[update]) | ||
| ପୁରୁଷ-ନାରୀ ଅନୁପାତ | 1000 ♂/♀ | ||
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) | ||
| ପରିସୀମା |
• ୧ ମିଟର (. ଫୁଟ) |
||
|
କୋଡ଼
|
|||
ଗୋପାଳପୁର ଓଡ଼ିଶାର ଗଞ୍ଜାମ ଜିଲାର ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ । ଗୋପାଳପୁର ବେଳାଭୂମି ସେଠାରେ ଥିବା ଏକ ବେଳାଭୂମି ଓ ଏକ ପୁରାତନ ବନ୍ଦର ତଥା ଏବେକାର ଏକ ମାଛଧରା ବନ୍ଦର ।
ଭୂଗୋଳ [ସମ୍ପାଦନା]
ଗୋପାଳପୁର 19°16′N 84°55′E / 19.27°N 84.92°E.[୧] ଠାରେ ଅବସ୍ଥିତ । ଏହାର ସମୁଦ୍ର ଠାରୁ ଉଚ୍ଚତା ପାଖାପାଖି ୧ ମି. (୩ ଫୁଟ).
ଗୋପାଳପୁର ବେଳାଭୂମି ବ୍ରହ୍ମପୁର ନିକଟସ୍ଥ ଏକ ପର୍ଯ୍ୟଟନ ସ୍ଥଳୀ । ଏହା ବ୍ରହ୍ମପୁରରୁ ପନ୍ଦର କି.ମି. ଦୂର ଓ ବଙ୍ଗୋପ ସାଗର କୂଳରେ ଅବସ୍ଥିତ ।
ଦ୍ରଷ୍ଟବ୍ୟ [ସମ୍ପାଦନା]
ବାହାର ଲିଙ୍କ [ସମ୍ପାଦନା]
| Wikivoyage has travel information related to: Gopalpur-on-sea |
|
||||||||||||||||||||||||||