ବଙ୍ଗୋପସାଗର
ଉଇକିପିଡ଼ିଆ ରୁ
| ବଙ୍ଗୋପସାଗର | |
|---|---|
|
|
|
| ଅବସ୍ଥାନ | ଦକ୍ଷିଣ ଏସିଆ |
| ପ୍ରକାର | ଉପସାଗର |
| ପ୍ରାଥମିକ ସ୍ରୋତ | ଭାରତ ମହାସାଗର |
| ଉପକୂଳ ଦେଶ | ଭାରତ, ବଙ୍ଗଳାଦେଶ, ଥାଇଲାଣ୍ଡ, ମିଆଁମାର, ଇଣ୍ଡୋନେସିଆ, ମାଲେସିଆ, ଶ୍ରୀଲଙ୍କା[୧][୨] |
| ସର୍ବାଧିକ ଦୈର୍ଘ୍ୟ | 2,090 km; c.1,300 mi |
| ସର୍ବାଧିକ ପ୍ରସ୍ଥ | 1,610 km; 1,000 mi |
| କ୍ଷେତ୍ରଫଳ | 2,172,000 km² |
| ହାରାହାରି ଗଭୀରତା | 2,600 m ; 8,500 feet |
| ସର୍ବାଧିକ ଗଭୀରତା | 4,694 m ; 15,400 feet |
ବଙ୍ଗୋପସାଗର ବା ବଙ୍ଗ ଉପସାଗର ପୃଥିବୀର ସର୍ବବୃହତ ଉପସାଗର, [୩] ଏହା ଭାରତ ମହାସାଗରର ଉତ୍ତର-ପୂର୍ବ ଭାଗ । ଇଂରେଜ ମାନକ ଆସିବା ପୂର୍ବରୁ ଏହାର ନାମ "କଳିଙ୍ଗ ସାଗର" ଥିଲା ।[୪]
ଆଧାର [ସମ୍ପାଦନା]
- ↑ http://www.worldatlas.com/aatlas/infopage/baybengal.htm
- ↑ http://www.banglapedia.org/httpdocs/HT/B_0361.HTM
- ↑ "Bay of Bengal". Wildlife Conservation Society. http://www.wcs.org/where-we-work/oceans/bay-of-bengal.aspx. Retrieved 1 December 2012.
- ↑ Odisha Government, e-magazine. "Universal Brotherhood and the Temple of Lord Jagannath at Paradip". http://orissa.gov.in/e-magazine/Orissareview/2010/July/engpdf/29-33.pdf. Retrieved 6 February 2013.
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ବଙ୍ଗୋପସାଗର ଉପରେ ମାଧ୍ୟମ ରହିଅଛି |
- 487 V. Suryanarayan, Prospects for a Bay of Bengal Community
- Arabian Sea: depth contours and undersea features - Map/Still - Britannica Concise
- Bay of Bengal - HighBeam Encyclopedia
- Bay of Bengal Large Marine Ecosystem Project
|
|||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |