"ବିସ୍‌ମିଲ୍ଲା ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Removing "Khan.jpg", it has been deleted from Commons by Dharmadhyaksha because: Copyright violation, see c:Commons:Licensing.
ଟିକେ + 7 categories using HotCat
୧ କ ଧାଡ଼ି: ୧ କ ଧାଡ଼ି:
{{Infobox musical artist
{{Infobox musical artist
|name = ବିସ୍‌ମିଲ୍ଲା ଖାନ
|name = ବିସ୍‌ମିଲ୍ଲା ଖାନ
|image =
|image = Bismillah at Concert1 (edited).jpg
|caption = ଶେହ‌ନାଇ ବା‌ଦନ କରୁଥିବା ବିସ୍‌ମିଲ୍ଲା ଖାନ
|caption = Shehnai Maestro Bismillah Khan in concert
|image_size =
|image_size =
|background = non_vocal_instrumentalist
|background = non_vocal_instrumentalist
୨୩ କ ଧାଡ଼ି: ୨୩ କ ଧାଡ଼ି:
'''ବିସ୍‌ମିଲ୍ଲା ଖାନ''' [[ଭାରତ|ଭାରତୀୟ]] ସଙ୍ଗୀତକାର ଓ ଶେହ‌ନାଇ ବା‌ଦକ । ‌ବ‌ହୁ ଦିନ ଯାଏଁ ଶେହ‌‌ନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟ‌ବ‌ହାର କରାଯାଉଥିଲା । ଶେହ‌ନାଇ କୁ ଲୋକ ଲୋଚନ‌କୁ ଆଣିବା ଓ ସଙ୍ଗୀତ ସ‌ମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ ଉସ୍ତାଦ ବିସମିଲ୍ଲା ଖାନ କୁ ଯାଏ ।

ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ [[ଭାରତ ରତ୍ନ]] ସମ୍ମାନୀତ କରାଯାଇଛି । ବିସ୍‌ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବୀଭୁଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।
ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ [[ଭାରତ ରତ୍ନ]] ସମ୍ମାନୀତ କରାଯାଇଛି । ବିସ୍‌ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।

==ଜୀବନ ଓ ପରିବାର==
==ଜୀବନ ଓ ପରିବାର==
୩୩ କ ଧାଡ଼ି: ୩୩ କ ଧାଡ଼ି:

==ଶେଷ ଜୀବନ==
==ଶେଷ ଜୀବନ==
ବିସମିଲ୍ଲା ଖାନଙ୍କୁ ୨୦୦୬ ମସିହା [[ଅଗଷ୍ଟ]] ୧୭ ତାରିଖରେ ଅସୁସ୍ଥ ଯୋଗୁଁ ହେରୀଟେଜ ହସପିଟାଲ ବାରଣାସୀରେ ଭର୍ତ୍ତୀ କରାଯାଇଥିଲା । ତାହାର ଚାରିଦିନ ପରେ ୨୦୦୬ ମସିହା [[ଅଗଷ୍ଟ]] ୨୧ ତାରିଖ
ବିସମିଲ୍ଲା ଖାନଙ୍କୁ ୨୦୦୬ ମସିହା ଅଗଷ୍ଟ ୧୭ ତାରିଖରେ ଅସୁସ୍ଥ ଯୋଗୁଁ ହେରୀଟେଜ ହସପିଟାଲ ବାରଣାସୀରେ ଭର୍ତ୍ତୀ କରାଯାଇଥିଲା । ତାହାର ଚାରିଦିନ ପରେ ୨୦୦୬ ମସିହା ଅଗଷ୍ଟ ୨୧ ତାରିଖ
ହୃଦୟର ଗତି ବନ୍ଦ ହୋଇଯିବା ଯୋଗୁଁ ସିଏ ମୃତ୍ୟୁବରଣ କରିଥିଲେ ।
ହୃଦୟର ଗତି ବନ୍ଦ ହୋଇଯିବା ଯୋଗୁଁ ସିଏ ମୃତ୍ୟୁବରଣ କରିଥିଲେ ।

ଭାରତ ସରକାର ତାଙ୍କର ମୃତ୍ୟୁକୁ ରାଷ୍ଟ୍ରୀ‌ୟ ଶୋକ ଦିବସ ଘୋଷଣା କରିଥିଲେ । ତାଙ୍କର ମୃତ ଶରୀର ସ‌ହ ଗୋଟିଏ ଶେହ‌ନାଇ ପୁରୁଣା ବାରଣାସୀ ସ‌ହରରେ ଥିବା ଫେଟମେନ କବ୍ରସ୍ଥାନରେ ଗୋଟିଏ ନିମ ଗଛତଳେ ଭାରତୀୟ ସେନାଙ୍କ ଦ୍ୱାରା ୨୧ ତୋପର ସଲାମୀ ଦେଇ ପୋତି ଦିଆ‌ଯାଇଥିଲା ।

==ଆଧାର==
==ଆଧାର==
{{ଆଧାର}}
{{ଭାରତ ରତ୍ନ}}
[[ଶ୍ରେଣୀ:୧୯୧୩ ଜନ୍ମ]]
[[ଶ୍ରେଣୀ:୨୦୦୬ ମୃତ୍ୟୁ]]
[[ଶ୍ରେଣୀ:ବିହାରର ଲୋକ]]
[[ଶ୍ରେଣୀ:ଭାରତ ରତ୍ନ ବିଜେତା]]
[[ଶ୍ରେଣୀ:ପଦ୍ମ ବିଭୂଷଣ ସମ୍ମାନିତ]]
[[ଶ୍ରେଣୀ:ପଦ୍ମ ଭୂଷଣ ସମ୍ମାନିତ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]

{{ଅଧାଗଢା}}

୧୭:୩୯, ୨୨ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ବିସ୍‌ମିଲ୍ଲା ଖାନ
ଶେହ‌ନାଇ ବା‌ଦନ କରୁଥିବା ବିସ୍‌ମିଲ୍ଲା ଖାନ
Background information
ଜନ୍ମ ସମୟରେ ନାମକମରୁଦିନ ଖାନ
ଜନ୍ମ(1913-03-21)୨୧ ମାର୍ଚ୍ଚ ୧୯୧୩
ଜନ୍ମସ୍ଥାନଭାରତ
ମୃତ୍ୟୁ୨୧ ଅଗଷ୍ଟ ୨୦୦୬(2006-08-21) (ବୟସ ୯୩)
ଶୈଳୀIndian classical music
ପେଷାସଙ୍ଗୀତକାର
ବାଦ୍ୟଯନ୍ତ୍ରଶେହ‌ନାଇ

ବିସ୍‌ମିଲ୍ଲା ଖାନ ଭାରତୀୟ ସଙ୍ଗୀତକାର ଓ ଶେହ‌ନାଇ ବା‌ଦକ । ‌ବ‌ହୁ ଦିନ ଯାଏଁ ଶେହ‌‌ନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟ‌ବ‌ହାର କରାଯାଉଥିଲା । ଶେହ‌ନାଇ କୁ ଲୋକ ଲୋଚନ‌କୁ ଆଣିବା ଓ ସଙ୍ଗୀତ ସ‌ମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ ଉସ୍ତାଦ ବିସମିଲ୍ଲା ଖାନ କୁ ଯାଏ ।

ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ ଭାରତ ରତ୍ନ ସମ୍ମାନୀତ କରାଯାଇଛି । ବିସ୍‌ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।

ଜୀବନ ଓ ପରିବାର

ବିସ୍‌ମିଲ୍ଲା ଖାନ ବିହାରର ଦୁମରାଁଓ ରେ ୧୯୧୩ ମସିହା ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସିଏ ବଚ୍ଚେଇ ଖାନ ଓ ମିଥାନ ଙ୍କ ଦ୍ୱିତୀୟ ପୁତ୍ର ଥିଲେ । ତାଙ୍କର ପିତା ଓ ପିତାମହ ବିହାରର ଦୁମରାଁଓ ଓ ଭୋଜପୁର ରାଜାଙ୍କ ଦରବାର ରେ ଶେହ‌ନାଇ ବାଦକ ଥିଲେ ।

ଜଣେ ଶିୟା ମୁସଲିମ ହେବା ସ‌ତ୍ତ୍ୱେ ବିସମିଲ୍ଲା ଖାନ ସରସ୍ୱତୀ ଙ୍କର ଭକ୍ତ ଥିଲେ ଓ ବାରଣାସୀର ବିଶ୍ୱନାଥ ମନ୍ଦିରରେ ଓ ଗଙ୍ଗାନ‌ଦୀ କୂଳରେ ଶେହ‌ନାଇ ବଜାଉଥିଲେ ।

ସିଏ ଚଳଚିତ୍ର ଜଗତରେ ମଧ୍ୟ କିଛି ସମୟ କାମ କରିଛନ୍ତି । କନ୍ନଡ଼ ଚଳଚିତ୍ର ସନ୍ନାଡ଼ି ଅପନ୍ନା ଏବଂ ଗୁଞ୍ଜ ଉଠି ଶେହ‌ନାଇ୧୯୫୯ ଶେହ‌ନାଇ ବଜାଇଛନ୍ତି ଓ ସତ୍ୟଜିତ ରାୟଙ୍କ ଚଳଚିତ୍ର ଜଲସାଘରରେ କାମ କରିଛନ୍ତି । ବିଖ୍ୟାତ ନିର୍ଦ୍ଦେଶକ ଗୌତମ ‌ଘୋଷ ସାଙ୍ଗମିଲ ସେ ମୁଲାଖାତ ନାମରେ ଗୋଟିଏ ଡ଼କୁମେନଣ୍ଟରୀ ଖାନଙ୍କ ଜୀବନ ଉପରେ ତିଆରିଛନ୍ତି ।

ଶେଷ ଜୀବନ

ବିସମିଲ୍ଲା ଖାନଙ୍କୁ ୨୦୦୬ ମସିହା ଅଗଷ୍ଟ ୧୭ ତାରିଖରେ ଅସୁସ୍ଥ ଯୋଗୁଁ ହେରୀଟେଜ ହସପିଟାଲ ବାରଣାସୀରେ ଭର୍ତ୍ତୀ କରାଯାଇଥିଲା । ତାହାର ଚାରିଦିନ ପରେ ୨୦୦୬ ମସିହା ଅଗଷ୍ଟ ୨୧ ତାରିଖ ହୃଦୟର ଗତି ବନ୍ଦ ହୋଇଯିବା ଯୋଗୁଁ ସିଏ ମୃତ୍ୟୁବରଣ କରିଥିଲେ ।

ଆଧାର