ଆଲାହାବାଦ
ଆଲାହାବାଦ
इलाहाबाद الہ آباد | |
---|---|
Metropolitan | |
Nickname: | |
ଦେଶ | India |
ରାଜ୍ୟ | ଉତ୍ତର ପ୍ରଦେଶ |
ଜିଲ୍ଲା | ଆଲାହାବାଦ |
ପ୍ରତିଷ୍ଠା | 1583 AD |
Government | |
• Type | Mayor–Council |
• Body | ଆଲାହାବାଦ ମୁନିସିପାଲ୍ଟି କୋର୍ପୋରେଶନ |
• Mayor | Abhilasha Gupta[୩] |
• ପୋଲିସ କମିଶନର | Ram Chandra Yadav |
Area | |
• ସମୁଦାୟ | 63.07 km2 (24.35 sq mi) |
Elevation | 98 m (322 ft) |
Population (2011)[୪] | |
• Total | ୧୨,୧୬,୭୧୯ |
• Rank | 35th |
• Density | 1,087/km2 (2,820/sq mi) |
• Agglomeration Rank | ୪୦th |
Demonyms | Allahabadi |
Time zone | UTC+5:30 (IST) |
PIN | 211001-18 |
Telephone code | 91-532 |
ଯାନବାହାନ ପଞ୍ଚୀକରଣ | UP-70 |
Sex ratio | 901 ♂/♀ |
ସରକାରୀ ଭାଷା | ହିନ୍ଦୀ |
Website | allahabad |
ଆଲାହାବାଦକୁ ଇଲ୍ଲାହାବାଦ, ପ୍ରୟାଗ ଏବଂ ସରକାରୀ ଭାବେ ପ୍ରୟାଗରାଜ ନାମରେ ମଧ୍ୟ ଜଣାଯାଏ । ଏହା ଉତ୍ତର ପ୍ରଦେଶ ରାଜ୍ୟର ଏକ ପ୍ରମୁଖ ସହର ଓ ବାଣିଜ୍ୟ କେନ୍ଦ୍ର ଅଟେ । ଏହା ମଧ୍ୟ ଆଲାହାବାଦ ଜିଲ୍ଲାର ସଦର ମହକୁମା। ଆଲାହାବାଦକୁ ପ୍ରଧାନମନ୍ତ୍ରୀର ସହର ବୋଲି ମଧ୍ୟ କୁହାଯାଏ, କାରଣ ସ୍ୱାଧୀନତା ପରବର୍ତ୍ତୀ ଭାରତର ୧୩ ଜଣ ପ୍ରଧାନ ମନ୍ତ୍ରୀଙ୍କ ମଧ୍ୟରୁ ସାତ ଜଣ ଆଲାହାବାଦଠାରେ ଜନ୍ମ ଗ୍ରହଣ କରିଛନ୍ତି ।
ଇତିହାସ
[ସମ୍ପାଦନା]ଆଲାହାବାଦର ପୌରାଣିକ ନାମ ପ୍ରୟାଗ ଓ ହିନ୍ଦୁମାନଙ୍କ ଏକ ଐତିହାସିକ ତଥା ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଅଟେ । କୁହାଯାଏ ଆଲାହାବାଦ ହେଉଛି ଭାରତର ଦ୍ୱିତୀୟ ପ୍ରାଚୀନ ସହର। ଏଠାରେ ପବିତ୍ର ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମ ହୋଇଛି ।
ନାମକରଣ
[ସମ୍ପାଦନା]ମୋଗଲ ସମ୍ରାଟ ଆକବର ଏହାର ନାମ ଇଲ୍ଲାହାବାଦ ରଖିଥିଲେ ଯାହାର ଅର୍ଥ ଭଗବାନଙ୍କର ବାସସ୍ଥଳୀ । ପରେ ତାଙ୍କର ନାତି ଶାହାଜହାନ ଏହାକୁ ଅଲ୍ଲାହବାଦ କରିଦେଇଥିଲେ । ଇଲ୍ଲାହମାନେ ଅନେକ ଭଗବାନ, ଅନ୍ୟପକ୍ଷରେ ଆଲାହାମାନେ ଇସଲାମ ଧର୍ମଲମ୍ବୀଙ୍କର ଭଗବାନ ।[୫] ଅକ୍ଟୋବର ୨୦୧୮ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ, ଯୋଗୀ ଅଦିତ୍ୟନାଥଙ୍କର ମନ୍ତ୍ରୀମଣ୍ଡଳ ଏହାର ନାମ ପ୍ରୟାଗରାଜ କରିବାକୁ ମଞ୍ଜୁରୀ ଦେଇଥିଲେ । ଏହି ନାମ ପରିବର୍ତ୍ତନ ସରକାରୀ ମାନ୍ୟତା ପାଇବା ପାଇଁ କେନ୍ଦ୍ରର ମଞ୍ଜୁରୀକୁ ବର୍ତ୍ତମାନ ଅପେକ୍ଷାରତ ।[୬]
ଦର୍ଶନୀୟ ସ୍ଥାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "definition of Prayaga". Free Dictionary. Retrieved 16 August 2012.
- ↑ http://articles.timesofindia.indiatimes.com/2012-08-17/allahabad/33248361_1_police-vehicles-police-stations-procession[permanent dead link]
- ↑ "Mayor of the city". The Indian Express. Retrieved 25 September 2012.
- ↑ "Provisional Population Totals, Census of India 2011; Urban Agglomerations/Cities having population 1 lakh and above" (PDF). Office of the Registrar General & Census Commissioner, India. p. 3. Retrieved 26 March 2012.
- ↑ https://books.google.co.in/books?id=MALacgnsroMC&pg=PA67&redir_esc=y#v=onepage&q&f=false
- ↑ https://www.indiatoday.in/india/story/allahabad-renamed-prayagraj-1368913-2018-10-16
ବାହାର ଫଟୋ
[ସମ୍ପାଦନା]Allahabad ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Allahabad People Power
- Official website of Allahabad
- ଆଲାହାବାଦ travel guide from Wikivoyage
- ଆଲାହାବାଦ at Curlie
- North Western Provinces
- Allahabad at Wikimapia – Showing places, geography, terrain, routes in and around Allahabad using satellite images
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |