୧୧ ସେପ୍ଟେମ୍ବର
ଦେଖଣା
(September 11ରୁ ଲେଉଟି ଆସିଛି)
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | |||||
୨୦୨୪ |
September 11 in recent years |
୨୦୨୪ (ବୁଧବାର) |
୨୦୨୩ (ସୋମବାର) |
୨୦୨୨ (ରବିବାର) |
୨୦୨୧ (ଶନିବାର) |
୨୦୨୦ (ଶୁକ୍ରବାର) |
୨୦୧୯ (ବୁଧବାର) |
୨୦୧୮ (ମଙ୍ଗଳବାର) |
୨୦୧୭ (ସୋମବାର) |
୨୦୧୬ (ରବିବାର) |
୨୦୧୫ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୧ ସେପ୍ଟେମ୍ବର ବର୍ଷର ୨୫୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୧ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]- ୨୦୦୧: ଅଲ୍-କାଏଦା ପକ୍ଷରୁ ଯୁକ୍ତରାଜ୍ୟ ଆମେରିକାରେ ଥିବା ବିଶ୍ୱ ବାଣିଜ୍ୟ କେନ୍ଦ୍ର (World Trade Center) ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୨,୯୯୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା, ୬୦୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ ଓ ଅତି କମ୍ରେ ୧୦ ବିଲିୟନ୍ ଡଲାର୍ ସମ୍ପତ୍ତି ନଷ୍ଟ ହୋଇଥିଲା ।
ଜନ୍ମ
[ସମ୍ପାଦନା]- ୧୮୯୫: ପ୍ରଥମ ସତ୍ୟାଗ୍ରହୀ ବିନାୟକ ନରହରି ଭାବେ ଜନ୍ମଗ୍ରହଣ କରିଥିଲେ ।
ଦେହାନ୍ତ
[ସମ୍ପାଦନା]- ୧୯୮୭: ହିନ୍ଦୀ କବି ତଥା ସ୍ୱାଧୀନତା ସଂଗ୍ରାମୀ ମହାଦେବୀ ବର୍ମା ମୃତ୍ୟୁବରଣ କରିଥିଲେ ।
ପର୍ବପର୍ବାଣି
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୧ ସେପ୍ଟେମ୍ବର
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ
- କାନାଡାରେ ଏହି ଦିନ Archived 2014-10-20 at the Wayback Machine.