ପ୍ରସନ୍ନ ଆଚାର୍ଯ୍ୟ
Appearance
(Prasanna Acharyaରୁ ଲେଉଟି ଆସିଛି)
ପ୍ରସନ୍ନ ଆଚାର୍ଯ୍ୟ | |
---|---|
ରାଜ୍ୟ ସଭା ସାଂସଦ[୧] | |
Assumed office ୨ ଜୁଲାଇ ୨୦୧୬ | |
ପୂର୍ବ ଅଧିକାରୀ | ପ୍ରିୟମୋହନ ମହାପାତ୍ର, ସ୍ୱାଧୀନ |
ଓଡ଼ିଶାର ଅର୍ଥ ମନ୍ତ୍ରୀ, ଉପ-ଅଧକ୍ଷ, ବିଜେଡି | |
ପୂର୍ବ ଅଧିକାରୀ | ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ |
ନିର୍ବାଚନ ମଣ୍ଡଳୀ | ରେଢ଼ାଖୋଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବରଗଡ଼, ଓଡ଼ିଶା | ୮ ଅଗଷ୍ଟ ୧୯୪୯
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଚାରୁଶୀଳା ଆଚାର୍ଯ୍ୟ |
ସନ୍ତାନ | ଲିସା ଆଚାର୍ଯ୍ୟ, ଲୋପା ଆଚାର୍ଯ୍ୟ |
ଘର | ବରଗଡ଼, ଓଡ଼ିଶା |
ପ୍ରସନ୍ନ ଆଚାର୍ଯ୍ୟ (ଜନ୍ମ: ୮ ଅଗଷ୍ଟ ୧୯୪୯) ଜଣେ ଭାରତୀୟ ରାଜେନତା । ସେ ଓଡ଼ିଶାର ଜଣେ ପ୍ରତିନିଧି ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାରେ କାର୍ଯ୍ୟ କରିଥିଲେ ।[୨] ଅଧୁନା ସେ ବିଜୁ ଜନତା ଦଳ କୃଷକ ଶାଖାର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ।[୩]
ପ୍ରସନ୍ନ ଆଚାର୍ଯ୍ୟ ୧୩ଶ ଲୋକ ସଭା[୪] ଏବଂ ୧୪ଶ ଲୋକ ସଭାର ଜଣେ ସଦସ୍ୟ ଥିଲେ ।[୫] ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ । ପ୍ରସନ୍ନ ଓଡ଼ିଶା ବିଧାସଭାରେ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ http://timesofindia.indiatimes.com/city/delhi/26-Rajya-Sabha-members-elected-unopposed-in-six-states-Roundup/articleshow/52577769.cms
- ↑ "Assembly Member's Information System". ws.ori.nic.in. Archived from the original on 2009-06-19. Retrieved 2010-11-19.
- ↑ "ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିଜୁ କୃଷକ ଜନତା ଦଳର ସଭାପତି". ସମ୍ବାଦ ଡଟ ଇନ୍. Retrieved 15 December 2018.
- ↑ "Acharya Member of The 13th Lok Sabha". parliamentofindia.nic.in. Retrieved 2010-11-19.
- ↑ "Acharya Member of The 14th Lok Sabha". 164.100.47.132. Retrieved 2010-11-20.