ପ୍ରସନ୍ନ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ପ୍ରସନ୍ନ ଆଚାର୍ଯ୍ୟ
ରାଜ୍ୟ ସଭା ସାଂସଦ[୧]
Assumed office
୨ ଜୁଲାଇ ୨୦୧୬
ପୂର୍ବ ଅଧିକାରୀପ୍ରିୟମୋହନ ମହାପାତ୍ର, ସ୍ୱାଧୀନ
ଓଡ଼ିଶାର ଅର୍ଥ ମନ୍ତ୍ରୀ, ଉପ-ଅଧକ୍ଷ, ବିଜେଡି
ପୂର୍ବ ଅଧିକାରୀପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ
ନିର୍ବାଚନ ମଣ୍ଡଳୀରେଢ଼ାଖୋଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-08-08) ୮ ଅଗଷ୍ଟ ୧୯୪୯ (ବୟସ ୭୪)
ବରଗଡ଼, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଚାରୁଶୀଳା ଆଚାର୍ଯ୍ୟ
ସନ୍ତାନଲିସା ଆଚାର୍ଯ୍ୟ, ଲୋପା ଆଚାର୍ଯ୍ୟ
ଘରବରଗଡ଼, ଓଡ଼ିଶା

ପ୍ରସନ୍ନ ଆଚାର୍ଯ୍ୟ (ଜନ୍ମ: ୮ ଅଗଷ୍ଟ ୧୯୪୯)‌ ଜଣେ ଭାରତୀୟ ରାଜେନତା । ସେ ଓଡ଼ିଶାର ଜଣେ ପ୍ରତିନିଧି ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାରେ କାର୍ଯ୍ୟ କରିଥିଲେ ।[୨] ଅଧୁନା ସେ ବିଜୁ ଜନତା ଦଳ କୃଷକ ଶାଖାର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ।[୩]

ପ୍ରସନ୍ନ ଆଚାର୍ଯ୍ୟ ୧୩ଶ ଲୋକ ସଭା[୪] ଏବଂ ୧୪ଶ ଲୋକ ସଭାର ଜଣେ ସଦସ୍ୟ ଥିଲେ ।[୫] ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ । ପ୍ରସନ୍ନ ଓଡ଼ିଶା ବିଧାସଭାରେ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. http://timesofindia.indiatimes.com/city/delhi/26-Rajya-Sabha-members-elected-unopposed-in-six-states-Roundup/articleshow/52577769.cms
  2. "Assembly Member's Information System". ws.ori.nic.in. Archived from the original on 2009-06-19. Retrieved 2010-11-19.
  3. "ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିଜୁ କୃଷକ ଜନତା ଦଳର ସଭାପତି". ସମ୍ବାଦ ଡଟ ଇନ୍. Retrieved 15 December 2018.
  4. "Acharya Member of The 13th Lok Sabha". parliamentofindia.nic.in. Retrieved 2010-11-19.
  5. "Acharya Member of The 14th Lok Sabha". 164.100.47.132. Retrieved 2010-11-20.

ବାହାର ଆଧାର[ସମ୍ପାଦନା]