ମୁନ୍ନା- ଏ ଲଭ୍ ଷ୍ଟୋରୀ

ଉଇକିପିଡ଼ିଆ‌ରୁ
(Munna- A Love Storyରୁ ଲେଉଟି ଆସିଛି)
ମୁନ୍ନା- ଏ ଲଭ୍ ଷ୍ଟୋରୀ
ନିର୍ଦ୍ଦେଶକଏନ୍ ପାଢ଼ୀ
ପ୍ରଯୋଜକକେ. ଏମ୍. ରାୟ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଏନ୍ ପାଢ଼ୀ
କାହାଣୀରମଣ ରଞ୍ଜନ
କଳାକାରଅନୁଭବ ମହାନ୍ତି, ନୈନା ଦାସ, ଦୁଷ୍ମନ୍ତ ପଣ୍ଡା, ରୋମି, ମିହିର ଦାସ, ରାଇମୋହନ ପରିଡ଼ା, ଅନିତା ଦାସ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଏସ୍ ରଞ୍ଜନ
ସମ୍ପାଦକସି. ମାଣିକ୍ ରାଓ
ମୁକ୍ତିଲାଭ ତାରିଖ
୧୫ ଅଗଷ୍ଟ ୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ମୁନ୍ନା- ଏ ଲଭ୍ ଷ୍ଟୋରୀ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କେ. ଏମ୍. ରାୟ । ରମଣ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ଏନ୍ ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩][୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି, ନୈନା ଦାସ, ଦୁଷ୍ମନ୍ତ ପଣ୍ଡା, ରୋମି । ମିହିର ଦାସ, ରାଇମୋହନ ପରିଡ଼ା, ବିଜୁ ବଡ଼ଜେନା, ଦେବୀ ବାରିକ, ଦେବୁ ବ୍ରହ୍ମା, ଅନୀତା ଦାସ, ହାଡ଼ୁ, ହରିପ୍ରିୟା, ଚକ୍ରଧର ଜେନା, ବନୁ ମହାନ୍ତି, ପ୍ରକାଶ ମହାନ୍ତି, ପିଣ୍ଟୁ ନନ୍ଦ, ସନ୍ତୋଷ ନାୟକ, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ସୌମେନ୍ଦ୍ର ମହାପାତ୍ର, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ପଞ୍ଚାନନ ନାୟକ, ରଜନୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ଶକ୍ତି ମିଶ୍ର, ଇରା ମହାନ୍ତି, ପମି, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବାର ବାଜିକରି ତେର ମିନିଟ୍" 
2."ଝୁମୁକା ତୋର ନିଦ ଚୋରାଏ" 
3."ମୋ ଆଖିରେ ତୁ ହି ତୁ" 
4."ସପନରେ ମୋର ଆସି" 
5."ତକ୍ ତୁନା ତୁନ୍ ତୁନା" 
6."ତ‌ତେ ପାଇ ମୁଁ ସବୁ ପାଇଚି" 
7."ତାଜା ତାଜା ଖବର" 

ଆଧାର[ସମ୍ପାଦନା]

  1. "ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଏବେ 'ଶଙ୍କର'". Sambad. ଭୁବନେଶ୍ୱର. 17 July 2022. Archived from the original on 18 September 2023. Retrieved 18 September 2023.
  2. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  3. "ଜାଣନ୍ତୁ ଏହି ଓଲିଉଡ ନାୟକ –ନାୟିକା କାହିଁକି କହୁଛନ୍ତି 'ପାଗଳ ମୁଁ ତୋ' ପାଇଁ'". sambad.in. 5 June 2018. Retrieved 6 June 2018.
  4. "ବର୍ଷା ସାଜିଲା ବାଧକ : ସରିଲା ନାହିଁ ସୁଟିଂ, ଦଶହରା ବଜାରକୁ ଆସିପାରିଲାନି 'ଶଙ୍କର'". ସମ୍ବାଦ. କଟକ: sambad.in. 4 October 2022. Archived from the original on 12 October 2022. Retrieved 12 October 2022.
  5. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]