ହାଡ଼ୁ
Appearance
ହାଡ଼ୁ | |
---|---|
ଜନ୍ମ | ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ |
ବୃତ୍ତି | (ଓଡ଼ିଆ) ଅଭିନେତା |
ସକ୍ରିୟ ବର୍ଷ | ୧୯୯୫ - ଏବେଯାଏଁ |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ହାଡ଼ୁ ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା ।[୧] ତାଙ୍କର ପ୍ରକୃତ ନାମ ହେଉଛି ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ ।[୨] ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ହାଡ଼ୁ ମୁଖ୍ୟତଃ ତାଙ୍କ ବଡ଼ ପେଟ ଓ ନିଶ ରଖିବାର ଶୈଳୀ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।[୩]
୧୯୯୫ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ହେଉଛି ମୋ ମନ ଖାଲି ତୋରି ପାଇଁ । ଗୌରୀ ଶଙ୍କର ଦାସଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରଟିରେ ସେ ହାଡ଼ୁ ମାମୁଁ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ କଥାଚିତ୍ର
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୫ | ମୋ ମନ ଖାଲି ତୋରି ପାଇଁ | ହାଡ଼ୁ ମାମୁ | ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର |
୧୯୯୯ | ପ୍ରେମ ବନ୍ଧନ | ଡମ୍ବୁରୁ | |
୨୦୦୩ | ଅ ଆକାରେ ଆ | ||
ସତ ମିଛ | |||
୨୦୦୪ | ଜ୍ୱାଇଁର ଚଉକାକୁ ଶଶୁରର ଛକା |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ୍ | ଭୂମିକା | ମନ୍ତବ୍ୟ |
---|---|---|---|
ଛାନିଆ | ଡିଡି ଓଡ଼ିଆ | ||
ଗାୟତ୍ରୀ | ଇ ଟିଭି ଓଡ଼ିଆ | ||
ଦୁହିତା | ଡିଡି ଓଡ଼ିଆ |
ପୁରସ୍କାର
[ସମ୍ପାଦନା]- ୨୦୦୮: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ହାସ୍ୟ ଅଭିନେତା (ହସିବ ପୁଣି ମୋ ସୁନା ସଂସାର)[୪]
- ୨୦୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ହାସ୍ୟ ଅଭିନେତା (ମତେ ବୋହୂ କରି ନେଇ ଯା)[୫]
ଆଧାର
[ସମ୍ପାଦନା]- ↑ Patra, Pratyush (4 February 2014). "Silver screen stars take centre stage - Soiree features Odia artistes of all ages". www.telegraphindia.com. Retrieved 21 September 2020.
- ↑ "Remembering Odia comedians on World Laughter Day, who tickled our funny bones! | Sambad English". Sambad English (in English). Bhubaneswar: sambadenglish.com. 10 January 2018. Archived from the original on 21 September 2020. Retrieved 21 September 2020.
{{cite news}}
: CS1 maint: unrecognized language (link) - ↑ Upasana, Adyaa (22 November 2016). "11 Famous Odia Comedians Who Have Been Our All Time Favourites!". Mycitylinks (in English). Bhubaneswar. Archived from the original on 21 September 2020. Retrieved 21 September 2020.
{{cite news}}
: CS1 maint: unrecognized language (link) - ↑ "Orissa State Film Award Winners | Orissa Cinema | Odisha Ollywood". www.orissacinema.com (in English). Orissa Cinema. Archived from the original on 21 September 2020. Retrieved 21 September 2020.
{{cite web}}
: CS1 maint: unrecognized language (link) - ↑ "Glad people remember me: Sriram Panda". The New Indian Express. 26 November 2012. Retrieved 21 September 2020.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ହାଡ଼ୁ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ହାଡ଼ୁ