୨୯ ଜାନୁଆରୀ
ଦେଖଣା
(January 29ରୁ ଲେଉଟି ଆସିଛି)
| << | ଜାନୁଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ||||
| ୪ | ୫ | ୬ | ୭ | ୮ | ୯ | ୧୦ |
| ୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ |
| ୧୮ | ୧୯ | ୨୦ | ୨୧ | ୨୨ | ୨୩ | ୨୪ |
| ୨୫ | ୨୬ | ୨୭ | ୨୮ | ୨୯ | ୩୦ | ୩୧ |
| ୨୦୨୬ | ||||||
| January 29 in recent years |
| ୨୦୨୫ (ବୁଧବାର) |
| ୨୦୨୪ (ସୋମବାର) |
| ୨୦୨୩ (ରବିବାର) |
| ୨୦୨୨ (ଶନିବାର) |
| ୨୦୨୧ (ଶୁକ୍ରବାର) |
| ୨୦୨୦ (ବୁଧବାର) |
| ୨୦୧୯ (ମଙ୍ଗଳବାର) |
| ୨୦୧୮ (ସୋମବାର) |
| ୨୦୧୭ (ରବିବାର) |
| ୨୦୧୬ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୯ ଜାନୁଆରୀ ବର୍ଷର ୨୯ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୬ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୭ ଦିନ ) ।
ଘଟଣାବଳୀ
[ସମ୍ପାଦନା]- ୧୮୧୪ : ଫ୍ରାନ୍ସ ଋଷିଆକୁ ପରାସ୍ତ କଲା।
- ୧୮୬୧ : କାନସାସ୍ ଆମେରିକାର ୩୪ତମ ରାଷ୍ଟ୍ର ଭାବେ ବିବେଚିତ ହେଲା।
- ୧୮୮୬ : ପ୍ରଥମଥର ଗ୍ୟାସୋଲିନ୍ ଚାଳିତ କାର ନିର୍ମିତ।
- ୧୮୯୬ : ସ୍ତନ କର୍କଟ ରୋଗର ପ୍ରଥମଥର ଅତ୍ୟାଧୁନିକ ଚିକିତ୍ସା ବିଦେଶୀ ଡାକ୍ତର ଏମିଲି ଗ୍ରୁବେ ଆରମ୍ଭ କଲେ।
- ୧୯୨୪ : ଆଇସକ୍ରିମ୍ କୋନ୍ ଯନ୍ତ୍ର କ୍ଲେଭଲ୍ୟାଣ୍ଡରେ ନିର୍ମିତ ।
- ୧୯୪୨ : ଜର୍ମାନୀ ସେନା ଲିବିଆ ଅଧିକାର କଲା।
- ୧୯୮୮ : ବ୍ରିଟେନର ଏକ ବୋଇଂ ବିମାନ ୩୬ ଘଣ୍ଟାରେ ବିଶ୍ୱ ପରିକ୍ରମା କଲା।
ଜନ୍ମ
[ସମ୍ପାଦନା]ଦେହାନ୍ତ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨୯ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।