ଚନ୍ଦ୍ରଶେଖର ନନ୍ଦ (ନାଟ୍ୟକାର)
Appearance
(Chandrasekhar Nanda (playwright)ରୁ ଲେଉଟି ଆସିଛି)
ଚନ୍ଦ୍ରଶେଖର ନନ୍ଦ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚନ୍ଦ୍ରଶେଖର ନନ୍ଦ କଟକ |
ବୃତ୍ତି | ନାଟ୍ୟକାର, ସେନା କ୍ୟାପ୍ଟେନ୍ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ସେମାନଙ୍କ ଆଖିରେ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ |
ସମ୍ପର୍କୀୟ | ହରିଶ୍ଚନ୍ଦ୍ର ପରିଡ଼ା (ବାପା) ବିଷ୍ଣୁପ୍ରିୟା ପରିଡ଼ା (ମାଆ) |
ଚନ୍ଦ୍ରଶେଖର ନନ୍ଦ ଜଣେ ପୂର୍ବତନ ସେନା ନାୟକ ତଥା ଓଡ଼ିଆ ନଟ୍ୟକାର ।[୧] ୧୯୯୬ ମସିହାରେ ତାଙ୍କୁ ତାଙ୍କ ରଚିତ ନାଟକ ପୁସ୍ତକ ସେମାନଙ୍କ ଆଖିରେ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଚନ୍ଦ୍ରଶେଖର ନନ୍ଦ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ତାଙ୍କ ବାପାଙ୍କ ନାମ ଆର୍ତ୍ତତ୍ରାଣ ମିଶ୍ର, ଯିଏକି କଳା ବିକାଶ କେନ୍ଦ୍ରର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ପେଶାରେ ସେ ଜଣେ ସୈନିକ ଥିଲେ ଏବଂ ସେନା ବିଭାଗରେ ଥିବାବେଳେ ସେ ନାଟକ ରଚନା ଆରମ୍ଭ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ସେମାନଙ୍କ ଆଖିରେ (ନାଟକ ଓ ଏକାଙ୍କିକା)
- ଅନୁଭୂତି ଦର୍ପଣରେ ଓଡ଼ିଆ ନାଟକ (ସମ୍ପାଦକ)
- ସାଥୀ (ନାଟକ)
- ଅନନ୍ତ ସଲୀଳ (ନାଟକ)
- ଅସମଲଗ୍ନ (ନାଟକ)
- ଯୁଦ୍ଧ ବନ୍ଦୀ (ନାଟକ)
- ଐତିହାସିକ ଏ ଦୁର୍ଗ ବାରବାଟି (ନାଟକ)
- କ୍ରିଷ୍ଣା (ନାଟକ)
- କସ୍ତୁରୀ (ନାଟକ)
- କଥା କଥାରେ (ନାଟକ)
- ଅଭିମାନ (ନାଟକ)
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬[୨]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "'Theatre must serve society & humanity'". The New Indian Express. 2 December 2010. Archived from the original on 30 January 2023. Retrieved 30 January 2023.
{{cite web}}
:|archive-date=
/|archive-url=
timestamp mismatch; 9 ଜୁନ 2021 suggested (help) - ↑ "୨୦୧୨, ୨୦୧୩ ଓ ୨୦୧୪ ମସିହାରେ ପ୍ରକାଶିତ ୧୯୯୬ ବର୍ଷ ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 April 2017. Retrieved 30 January 2023.