ବଟକୃଷ୍ଣ ଓଝା

ଉଇକିପିଡ଼ିଆ‌ରୁ
(Batakrushna Ojhaରୁ ଲେଉଟି ଆସିଛି)
ବଟକୃଷ୍ଣ ଓଝା
Nationalityଭାରତୀୟ
Citizenshipଭାରତୀୟ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ୨୦୧୬


ବଟକୃଷ୍ଣ ଓଝା (ଜନ୍ମ - ୧୯୩୬) ଜଣେ ଓଡ଼ିଆ ସାହିତ୍ୟିକ ।[୧] ସେ ମୁଖ୍ୟତଃ ଶିଶୁ ସାହିତ୍ୟ ରଚନା କରିଛନ୍ତି ।[୨] ଶିଶୁ ସାହିତ୍ୟରେ ଅବଦାନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଳ ପୁରସ୍କାର[୩] ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।

ରଚନାବଳୀ[ସମ୍ପାଦନା]

  • ମୋ କୁନି କୁନି କବିତା - ୨୦୧୪ (ସହଦେବ ପ୍ରଧାନ, କଟକ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଳ ସାହିତ୍ୟ ପୁରସ୍କାର - ୨୦୧୬[୪]
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର - ୧୯୭୬ (ମୋ କୁନି କୁନି କବିତା ପାଇଁ)[୫]
  • ଏସସିଇଆରଟି ପୁରସ୍କାର[୬]

ଆଧାର[ସମ୍ପାଦନା]

  1. Cuttack, One Thousand Years (Volume 2 ed.). Cuttack City Millennium Celebrations Committee, The Universe. 1990. Retrieved 13 July 2022.
  2. Cultural Heritage of [Orissa]: pts. 1-2. Katak. State Level Vyasakabi Fakir Mohan Smruti Samsad. 2002. Retrieved 13 July 2022.
  3. "ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ତରଫରୁ ଚାର ରୋପଣ". www.dharitri.com. Archived from the original on 13 July 2022. Retrieved 13 July 2022.
  4. "BAL SAHITYA PURASKAR (2010-2021)". www.sahitya-akademi.gov.in. sahitya akademi. Archived from the original on 13 July 2022. Retrieved 13 July 2022.
  5. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Archived from the original on 13 July 2022. Retrieved 13 July 2022.
  6. Children's Literature of Orissa. Orissa Sahitya Akademi. 1993.