ସାବତ ମାଆ (ଓଡ଼ିଆ କଥାଚିତ୍ର)
ସାବତ ମାଆ | |
---|---|
ନିର୍ଦ୍ଦେଶକ | ଶିଶିର ମିଶ୍ର |
ପ୍ରଯୋଜକ | ଅଶୋକ କୁମାର ଲେଙ୍କା, ଜ୍ଞାନ ପଟ୍ଟନାୟକ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ଶିଶିର ମିଶ୍ର |
କାହାଣୀ | ଶିଶିର ମିଶ୍ର |
କଳାକାର | ମହାଶ୍ୱେତା ରାୟ ବିଜୟ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଅନୁ ଚୌଧୁରୀ ହର ପଟ୍ଟନାୟକ ଶ୍ରୀତମ ଦାସ |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | କାଦର ଆର୍. ଖାନ୍ |
ସମ୍ପାଦକ | ଗୁଡ୍ଡୁ ଜାଫେରୀ |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ![]() |
ଭାଷା | ଓଡ଼ିଆ |
ସାବତ ମାଆ, ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା ଓ ଜ୍ଞାନ ପଟ୍ଟନାୟକ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶିଶିର ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ମହାଶ୍ୱେତା ରାୟ, ବିଜୟ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅନୁ ଚୌଧୁରୀ, ହର ପଟ୍ଟନାୟକ, ଶ୍ରୀତମ ଦାସ, ଦୀପକ ପରିଡ଼ା, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ସୌଦାମିନି, ବିନାୟକ ମିଶ୍ର, ସାଧନା ପରିଜା, ନିମାନନ୍ଦ ପାତ୍ର, ବିଜୟ ମିଶ୍ର, ଗୀତାଞ୍ଜଳି କର, ନିରଞ୍ଜନ ପାଣ୍ଡେ, ଜୁଲିଆ, ଶ୍ୱେତା ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ପ୍ରକୃତି ମିଶ୍ର ଏହି କଥାଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨]
ଅଭିନୟ[ସମ୍ପାଦନା]
- ମହାଶ୍ୱେତା ରାୟ
- ବିଜୟ ମହାନ୍ତି
- ବର୍ଷା ପ୍ରିୟଦର୍ଶିନୀ[୩]
- ଅନୁ ଚୌଧୁରୀ
- ହର ପଟ୍ଟନାୟକ
- ଶ୍ରୀତମ ଦାସ
- ଦୀପକ ପରିଡ଼ା
- ସରୋଜ ଦାସ
- ପ୍ରଦ୍ୟୁମ୍ନ ଲେଙ୍କା
- ନମ୍ରତା ଦାସ
- ସୌଦାମିନି
- ବିନାୟକ ମିଶ୍ର
- ସାଧନା ପରିଜା
- ନିମାନନ୍ଦ ପାତ୍ର
- ବିଜୟ ମିଶ୍ର
- ଗୀତାଞ୍ଜଳି କର
- ନିରଞ୍ଜନ ପାଣ୍ଡେ
- ଜୁଲିଆ
- ଶ୍ୱେତା ମଲ୍ଲିକ
- ପ୍ରକୃତି ମିଶ୍ର
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ଅରୁଣ ମନ୍ତ୍ରୀ, ମନ୍ମଥ ମିଶ୍ର, ସୁବୋଧ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପଙ୍କଜ ଜାଲ୍, ମନ୍ମଥ ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ଅରବିନ୍ଦ ମୁଦୁଲି, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 17 September 2018. Retrieved 17 September 2018.CS1 maint: unrecognized language (link)
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 2 September 2018. Retrieved 2 September 2018.
ବାହାର ଆଧାର[ସମ୍ପାଦନା]
- ସାବତ ମାଆ (ଓଡ଼ିଆ କଥାଚିତ୍ର) ଇଣ୍ଟରନେଟ ମୁଭି ଡାଟାବେସରେ