ସତ୍ୟମେବ ଜୟତେ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ସତ୍ୟମେବ ଜୟତେ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକବିରଞ୍ଚି ନାରାୟଣ ପଣ୍ଡା
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀବିରଞ୍ଚି ନାରାୟଣ ପଣ୍ଡା
କଳାକାରଆକାଶ ଦାସନାୟକ
ସୋନାଲି ଚକ୍ରବର୍ତ୍ତୀ
ବିଜୟ ମହାନ୍ତି
କୁନା ତ୍ରିପାଠୀ
ଜର୍ଜ ତିଆଡ଼ି
ସୁରେଶ ବଳ
ଅନିତା ଦାସ
ଜ୍ଞାନ ହୋତା
ହରିହର ମହାପାତ୍ର
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୨୦୦୮
କଥାଚିତ୍ରର ସମୟ
୧୫୮ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ସତ୍ୟମେବ ଜୟତେ, ୨୦୦୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବିରଞ୍ଚି ନାରାୟଣ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୨] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସ ନାୟକ ଓ ସୋନାଲି ଚକ୍ରବର୍ତ୍ତୀ । ବିଜୟ ମହାନ୍ତି, କୁନା ତ୍ରିପାଠୀ, ଜର୍ଜ ତିଆଡ଼ି, ସୁରେଶ ବଳ, ଅନିତା ଦାସ, ଜ୍ଞାନ ହୋତା, ହରିହର ମହାପାତ୍ର, ଭାଗ୍ୟଶ୍ରୀ ଭୂୟାଁ, ସୁନୀତା ଦାସ, ହାଡ଼ୁ, ହର ରଥ, ଅକ୍ଷୟ ବସ୍ତିଆ, ରୂପଶ୍ରୀ ରଥ, ସାନୁ ରଥ, ରବି ମିଶ୍ର, ସାଗରିକା ପଣ୍ଡା, ନୀଳମଣି, ପ୍ରସନ୍ନ ପାତ୍ର, ନିରଞ୍ଜନ ଦାସ, ସୁର ମହାରଣା, ଅମର ବାନାର୍ଜୀ, ଧୀର ବାସା, ବାବୁ ପ୍ରଧାନ, ବୁଲେଟ ମହାନ୍ତି, ଦେବୁ ବୋଷ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । କୁମାର ବାପି, ଜ୍ଞାନ ହୋତା, ତପୁ ମିଶ୍ର, ମୀରା ମିଶ୍ର, ଆଶୀର୍ବାଦ ମୁଦୁଲି, ସ୍ୱରୂପ ନାୟକ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାଏ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ସମାଜ (ରବିବାର) (in Odia). Odisha. 30 September 2018. p. 8 http://www.webcitation.org/72tXDGb9i. Archived from the original on 3 October 2018. Retrieved 3 October 2018. {{cite news}}: Missing or empty |title= (help)CS1 maint: unrecognized language (link)
  2. "ଫେରୁଛନ୍ତି ବିରଂଚି". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)
  3. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
  4. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.

ବାହାର ଆଧାର[ସମ୍ପାଦନା]