ଗଙ୍ଗାଧର ମହାପାତ୍ର
ଦେଖଣା
ଗଙ୍ଗାଧର ମହାପାତ୍ର | |
---|---|
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ଅଜୟ କୁମାର ଜେନା |
ପର ଅଧିକାରୀ | ଅଜୟ କୁମାର ଜେନା |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଚନ୍ଦ୍ର ମାଧବ ମିଶ୍ର |
ପର ଅଧିକାରୀ | ଚନ୍ଦ୍ର ମାଧବ ମିଶ୍ର |
ନିର୍ବାଚନ ମଣ୍ଡଳୀ | ସତ୍ୟବାଦୀ |
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ରାଜରାଜ ଦେବ |
ପର ଅଧିକାରୀ | ଚନ୍ଦ୍ର ମାଧବ ମିଶ୍ର |
ନିର୍ବାଚନ ମଣ୍ଡଳୀ | ସତ୍ୟବାଦୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୮ ସେପ୍ଟେମ୍ବର ୧୯୧୫ |
ମୃତ୍ୟୁ | ୫ ଅପ୍ରେଲ ୨୦୦୬ | (ବୟସ ୯୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରୁକ୍ମଣୀ ଦେବୀ |
ବାପା/ବୋଉ | ଦାମୋଦର ମହାପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗଙ୍ଗାଧର ମହାପାତ୍ର (୮ ସେପ୍ଟେମ୍ବର ୧୯୧୫ - ୫ ଅପ୍ରେଲ ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୪, ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ଓ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୬ଷ୍ଠ, ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗଙ୍ଗାଧର ମହାପାତ୍ର ୧୯୧୫ ମସିହାର ସେପ୍ଟେମ୍ବର ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ମହାପାତ୍ର ଓ ପତ୍ନୀଙ୍କ ନାମ ରୁକ୍ମଣୀ ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗଙ୍ଗାଧର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ସତ୍ୟବାଦୀ | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ସତ୍ୟବାଦୀ | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ବ୍ରହ୍ମଗିରି | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ବ୍ରହ୍ମଗିରି | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
[ସମ୍ପାଦନା]ଗଙ୍ଗାଧର ମହାପାତ୍ର ୨୦୦୬ ମସିହାର ଅପ୍ରେଲ ୫ ତାରିଖରେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Gangadhar Mohapatra". odishaassembly.nic.in. Odisha Assembly. Retrieved 2 March 2021.