ବିଶ୍ୱନାଥ ପରିଡ଼ା
ଦେଖଣା
ବିଶ୍ୱନାଥ ପରିଡ଼ା | |
|---|---|
| ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୫୭ | |
| ପର ଅଧିକାରୀ | ପଦ୍ମ ଚରଣ ସାମନ୍ତ ସିଂହାର |
| ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
| ବ୍ୟକ୍ତିଗତ ସବିଶେଷ | |
| ମୃତ୍ୟୁ | ୨୦ ସେପ୍ଟେମ୍ବର ୧୯୮୨ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ନିର୍ଦ୍ଦଳୀୟ |
| ବୃତ୍ତି | ରାଜନୀତିଜ୍ଞ |
ବିଶ୍ୱନାଥ ପରିଡ଼ା (ମୃତ୍ୟୁ: ୨୦ ସେପ୍ଟେମ୍ବର ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିଶ୍ୱନାଥ ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ ନିର୍ବାଚିତ ହୋଇଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବିଶ୍ୱନାଥ ପରିଡ଼ା ୧୯୮୨ ମସିହାର ସେପ୍ଟେମ୍ବର ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Biswanath Parida". odishaassembly.nic.in. Odisha Assembly. Retrieved 26 February 2021.