ବନବିହାରୀ ପଣ୍ଡା

ଉଇକିପିଡ଼ିଆ‌ରୁ
ବନବିହାରୀ ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନବନବିହାରୀ ପଣ୍ଡା
(1940-05-02)୨ ମଇ ୧୯୪୦
ମୃତ୍ୟୁ୨ ମାର୍ଚ୍ଚ ୨୦୧୭(2017-03-02) (ବୟସ ୭୬)
ବୃତ୍ତିକବି, ନାଟ୍ୟକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଗେଷ୍ଟ ହାଉସ୍
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫

ବନବିହାରୀ ପଣ୍ଡା (୨ ମଇ ୧୯୪୦ - ୨ ମାର୍ଚ୍ଚ ୨୦୧୭) ଜଣେ ଓଡ଼ିଆ କବି ଓ ନାଟ୍ୟକାର ଥିଲେ । ୧୯୯୫ ମସିହାରେ ତାଙ୍କ ରଚିତ ନାଟକ ଏକାଙ୍କିକା ଗେଷ୍ଟ ହାଉସ୍ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ୧୯୬୩ ମସିହାର ଭାରତୀୟ ପୋଲିସ ସେବା ଅଧିକାରୀ ଥିଲେ, ଯିଏକି ପୋଲିସ୍ ଡିଜିପି ଭାବରେ କାର୍ଯ୍ୟ କରିଥିଲେ ।[୧]

ଜନ୍ମ[ସମ୍ପାଦନା]

ବନବିହାରୀ ପଣ୍ଡା ୧୯୪୦ ମସିହାର ମଇ ମାସର ୨ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଗେଷ୍ଟ ହାଉସ୍ (ନାଟକ ଏକାଙ୍କିକା)

ପୁରସ୍କାର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

୨୦୧୭ ମସିହାର ମାର୍ଚ୍ଚ ୨ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Jaiswal, Binita (2 March 2017). "Odisha: Former DGP Bana Bihari Panda passes away | Cuttack News - Times of India". The Times of India (in English). Cuttack. Retrieved 21 January 2023.{{cite news}}: CS1 maint: unrecognized language (link) CS1 maint: url-status (link)
  2. "୧୯୯୨, ୧୯୯୩, ୧୯୯୪ ମସିହାରେ ପ୍ରକାଶିତ ୧୯୯୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 22 September 2022. Retrieved 21 January 2023.