୨୩ ଜାନୁଆରୀ
ଦେଖଣା
(ଜାନୁଆରୀ ୨୩ରୁ ଲେଉଟି ଆସିଛି)
| << | ଜାନୁଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ||||
| ୪ | ୫ | ୬ | ୭ | ୮ | ୯ | ୧୦ |
| ୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ |
| ୧୮ | ୧୯ | ୨୦ | ୨୧ | ୨୨ | ୨୩ | ୨୪ |
| ୨୫ | ୨୬ | ୨୭ | ୨୮ | ୨୯ | ୩୦ | ୩୧ |
| ୨୦୨୬ | ||||||
| January 23 in recent years |
| ୨୦୨୫ (ଗୁରୁବାର) |
| ୨୦୨୪ (ମଙ୍ଗଳବାର) |
| ୨୦୨୩ (ସୋମବାର) |
| ୨୦୨୨ (ରବିବାର) |
| ୨୦୨୧ (ଶନିବାର) |
| ୨୦୨୦ (ଗୁରୁବାର) |
| ୨୦୧୯ (ବୁଧବାର) |
| ୨୦୧୮ (ମଙ୍ଗଳବାର) |
| ୨୦୧୭ (ସୋମବାର) |
| ୨୦୧୬ (ଶନିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଜାନୁଆରୀ ବର୍ଷର ୨୩ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୨ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୩ ଦିନ ) ।
ଘଟଣାବଳୀ
[ସମ୍ପାଦନା]- ୧୫୭୧ : ଲଣ୍ଡନଠାରେ ରୟଲ ଏକ୍ସଚେଞ୍ଜର ଶୁଭରମ୍ଭ ।
- ୧୭୮୯: ଆମେରିକାରେ ଜର୍ଜ ଟାଉନ ପ୍ରତିଷ୍ଠା।
- ୧୭୯୩ : ପୋଲାଣ୍ଡର ବିଭାଜନ।
- ୧୯୯୩ : ଭାରତୀୟ ବିମାନ ଦୁର୍ଘଟଣାରେ ୬୧ ମୃତ ।
ଜନ୍ମ
[ସମ୍ପାଦନା]- ୧୮୦୯ : ବୀର ସୁରେନ୍ଦ୍ର ସାଏ, ଭାରତୀୟ ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ :୨୪ ଫେବୃଆରୀ ୧୮୮୪ )
- ୧୮୯୭ : ସୁଭାଷ ଚନ୍ଦ୍ର ବୋଷ, ଭାରତୀୟ ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ : ୧୯୪୫)
- ୧୯୨୬ : ବାଲ ଠାକରେ, ଭାରତୀୟ ରାଜନେତା ଓ ଶିବସେନାର ସଂସ୍ଥାପକ (ମୃତ୍ୟୁ :୧୭ ନଭେମ୍ବର ୨୦୧୨)
ଦେହାନ୍ତ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨୩ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।