୧୭ ଜାନୁଆରୀ
ଦେଖଣା
(ଜାନୁଆରୀ ୧୭ରୁ ଲେଉଟି ଆସିଛି)
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୪ |
January 17 in recent years |
୨୦୨୪ (ବୁଧବାର) |
୨୦୨୩ (ମଙ୍ଗଳବାର) |
୨୦୨୨ (ସୋମବାର) |
୨୦୨୧ (ରବିବାର) |
୨୦୨୦ (ଶୁକ୍ରବାର) |
୨୦୧୯ (ଗୁରୁବାର) |
୨୦୧୮ (ବୁଧବାର) |
୨୦୧୭ (ମଙ୍ଗଳବାର) |
୨୦୧୬ (ରବିବାର) |
୨୦୧୫ (ଶନିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଜାନୁଆରୀ ବର୍ଷର ୧୭ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୮ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୯ ଦିନ ) ।
ଘଟଣାବଳୀ
[ସମ୍ପାଦନା]- ୧୫୯୫ – ଫ୍ରାନ୍ସ ସ୍ପେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ।
- ୧୬୫୬ – ବ୍ରାଣ୍ଡେନବର୍ଗ-ସ୍ୱିଡେନ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା।
- ୧୯୪୬ – ଜାତିସଂଘ ପରିଷଦର ପ୍ରଥମ ସଭା ଅନୁଷ୍ଠିତ ।
- ୧୯୯୩ – ଋଷିଆର ଇରିନା ପ୍ରିଭଲୋଭା ସାଇକେଲ ଚାଳନାରେ ବିଶ୍ୱ ରେକର୍ଡ କରିଥିଲେ।
ଜନ୍ମ
[ସମ୍ପାଦନା]- ୧୯୩୬ – ରାମଚନ୍ଦ୍ର ପ୍ରତିହାରୀ, ଜୟଦେବ ପୁରସ୍କାର ସମ୍ମାନିତ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ
ଦେହାନ୍ତ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୭ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।