ଛାଞ୍ଚ:ପ୍ରସଙ୍ଗ ପଞ୍ଜିକା/ମାର୍ଚ୍ଚ
ଦେଖଣା
ମାର୍ଚ୍ଚ
ଜନ୍ମ
- ୧ – କିଶୋରୀ ଚରଣ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୧୬)
- ୧ – ଶିବ ପାଣିଗ୍ରାହୀ, ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ (ଜନ୍ମ: ୧୯୪୩)
- ୧ – ମନୋଜ ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଅଭିନେତା (ଜନ୍ମ: ୧୯୫୬)
- ୪ – ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ (ଜନ୍ମ: ୧୯୨୦)
- ୪ – ରଚିତା ମିସ୍ତ୍ରୀ, ଅର୍ଜୁନ ପୁରସ୍କାର ପ୍ରାପ୍ତ ଧାବିକା (ଜନ୍ମ: ୧୯୭୪)
- ୫ – ବିଜୁ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୧୬)
- ୫ – ହୃଷୀକେଶ ମଲ୍ଲିକ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୫୫)
- ୭ – କୁଞ୍ଜବିହାରୀ ଦାଶ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ (ଜନ୍ମ: ୧୯୧୪)
- ୮ – ବିଶ୍ଵନାଥ ଦାସ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୮୮୯)
- ୮ – ନିତାଇ ପାଲିତ ଜୟଦେବେ ପୁରସ୍କାର ସମ୍ମାନିତ ନିର୍ଦ୍ଦେଶକ, କାହାଣୀକାର ଓ ପ୍ରଯୋଜକ (ଜନ୍ମ: ୧୯୨୩)
- ୧୦ – ମନୋରଞ୍ଜନ ଦାସ, ପଦ୍ମଶ୍ରୀ ଓ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୨୩)
- ୧୧ – ସୁଦର୍ଶନ ସାହୁ, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରସ୍ତର ଶିଳ୍ପୀ (ଜନ୍ମ: ୧୯୩୯)
- ୧୨ – ଦୁର୍ଲଭ ସିଂ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତଅଭିନେତା (ଜନ୍ମ: ୧୯୧୭)
- ୧୨ – ବସନ୍ତ କୁମାରୀ ଦେବୀ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ପ୍ରାପ୍ତ ଅନୁବାଦକ (ଜନ୍ମ: ୧୯୩୧)
- ୧୩ – ମଦନମୋହନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୩୪)
- ୧୪ – ଦେବୀପ୍ରସନ୍ନ ପଟ୍ଟନାୟକ, ପଦ୍ମଶ୍ରୀ ସମ୍ମାନପ୍ରପ୍ତ ଭାଷାବିଦ, ସାମାଜିକ ବିଜ୍ଞାନୀ ଓ ଲେଖକ (ଜନ୍ମ: ୧୯୩୧)
- ୧୬ – ଉଦୟନାଥ ଷଡ଼ଙ୍ଗୀ, ଲେଖକ (ଜନ୍ମ: ୧୯୦୫)
- ୧୭ – ପଙ୍କଜ ଚରଣ ଦାସ, ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଗୁରୁ (ଜନ୍ମ: ୧୯୨୫)
- ୧୮ – ପ୍ରସନ୍ନ କୁମାର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୪୧)
- ୨୦ – କୃତାର୍ଥ ଆଚାର୍ଯ୍ୟ, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ସମାଜସେବୀ (ଜନ୍ମ: ୧୯୦୦)
- ୨୧– କାର୍ତ୍ତିକଚନ୍ଦ୍ର ରଥ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୪୯)
- ୨୨ – ସାମୁଏଲ ସାହୁ (ବାବି), କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଓ ଜୟଦେବ ପୁରସ୍କାର ପ୍ରାପ୍ତ ଅଭିନେତା (ଜନ୍ମ: ୧୯୧୮)
- ୨୩ – ହରେକୃଷ୍ଣ ବେହେରା, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟଗୁରୁ (ଜନ୍ମ: ୧୯୩୧)
- ୨୩ – ସ୍ନେହଲତା ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' ପ୍ରାପ୍ତ, ଶିଶୁ ସାହିତ୍ୟିକା (ଜନ୍ମ: ୧୯୩୨)
- ୨୩ – ରଘୁନାଥ ମହାପାତ୍ର, ପଦ୍ମ ବିଭୂଷଣ ସମ୍ମାନପ୍ରାପ୍ତ ପଥର ଶିଳ୍ପୀ (ଜନ୍ମ: ୧୯୪୩)
- ୨୫ – ଶୈଳବାଳା ଦାସ, ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ (ଜନ୍ମ: ୧୮୭୫)
- ୨୫ – ବରେନ୍ଦ୍ର କୃଷ୍ଣ ଧଳ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ ଓ ସାମ୍ବାଦିକ (ଜନ୍ମ: ୧୯୪୧)
- ୨୮ – ପାର୍ବତୀ ଘୋଷ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ ଓ ନିର୍ଦ୍ଦେଶିକା (ଜନ୍ମ: ୧୯୩୩)
- ୨୮ – ଅନୁରାଧା ବିଶ୍ୱାଳ, ଏକଲବ୍ୟ ପୁରସ୍କାର ପ୍ରାପ୍ତ ଦୌଡ଼କୁଦ ଖେଳାଳି (ଜନ୍ମ: ୧୯୭୫)
- ୩୧ – ରାଜେନ୍ଦ୍ର ନାରାୟଣ ସିଂହଦେଓ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୧୨)
- ୩୧ – ହଳଧର ନାଗ, ପଦ୍ମଶ୍ରୀ ସମ୍ମାନିତ କବି (ଜନ୍ମ: ୧୯୫୦)
ମୃତ୍ୟୁ
- ୧ – ଜୀବନାନନ୍ଦ ପାଣି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଅନୁବାଦକ ଓ ଗୀତିକାର (ମୃତ୍ୟୁ: ୧୯୯୮)
- ୪ – ଅଷ୍ଟାବଧାନୀ ଆଚାର୍ଯ୍ୟ ତାରିଣୀଚରଣ ପାତ୍ର, ଓଡ଼ିଶୀ ସଙ୍ଗୀତ ଗୁରୁ (ମୃତ୍ୟୁ: ୧୯୭୯)
- ୫ – ରାଜକିଶୋର ପଟ୍ଟନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୧୯୯୭)
- ୭ – କର୍ମବୀର ଗୌରୀଶଙ୍କର ରାୟ, ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ (ମୃତ୍ୟୁ: ୧୯୧୭)
- ୭ – କାନନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦକ (ମୃତ୍ୟୁ୨୦୧୫)
- ୧୦ – ଶତ୍ରୁଘ୍ନ ନାଥ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ମୃତ୍ୟୁ୨୦୦୬)
- ୧୨ – ଜଗନ୍ନାଥ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ (ମୃତ୍ୟୁ୨୦୧୧)
- ୧୫ – ମାଳତୀ ଚୌଧୁରୀ, ଯମୁନାଲାଲ ବଜାଜ ପୁରସ୍କାର ପ୍ରାପ୍ତ ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୯୮)
- ୧୫ – ଗଙ୍ଗାଧର ରଥ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜୀବନୀ ଲେଖକ (ମୃତ୍ୟୁ: ୨୦୦୮)
- ୧୬ – ଆଦିଗୁରୁ ମଉଡ଼ମଣି ସିଂହାରୀ ଶ୍ୟାମସୁନ୍ଦର କର, ଓଡ଼ିଶୀ ସଙ୍ଗୀତ ଗୁରୁ (ମୃତ୍ୟୁ: ୧୯୭୫)
- ୧୮ – ଶରତ କୁମାର ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ମୃତ୍ୟୁ: ୨୦୦୬)
- ୧୯ – ଶଶି ଭୂଷଣ ରଥ, ପ୍ରଥମ ଓଡ଼ିଆ ଦୈନିକ ଖବରକାଗଜ 'ଆଶା'ର ପ୍ରକାଶକ (ମୃତ୍ୟୁ: ୧୯୪୩)
- ୨୯ – ଶହୀଦ ଲକ୍ଷ୍ମଣ ନାୟକ, ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୪୩)
- ୨୮ – କାଶୀନାଥ ପୂଜାପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓଡ଼ିଶୀ ସଙ୍ଗୀତଜ୍ଞ ଓ ଗୁରୁ (ମୃତ୍ୟୁ: ୨୦୦୯)
- ୨୯ – ବସନ୍ତ କୁମାରୀ ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ସାହିତ୍ୟିକା (ମୃତ୍ୟୁ: ୨୦୧୩)