କେଳୁଚରଣ ମହାପାତ୍ର

ଉଇକିପିଡ଼ିଆ ରୁ
କେଳୁଚରଣ ମହାପାତ୍ର

ନୃତ୍ୟଗ୍ରାମରେ ଅଙ୍କିତ ନାଟମୁଦ୍ରାରେ କେଳୁଚରଣ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ ଜାନୁଆରି ୮, ୧୯୨୬(1926-01-08)
ରଘୂରାଜପୁର, ପୁରୀ, ଓଡ଼ିଶା, ଭାରତ
ତିରୋଧାନ ଏପ୍ରିଲ ୭, ୨୦୦୪(2004-04-07) (ବୟସ ୭୮)
ଭୁବନେଶ୍ଵର, ଓଡ଼ିଶା
ଜୀବିକା ଓଡ଼ିଶୀନୃତ୍ୟଶୀଳ୍ପି, ନୃତ୍ୟ ନିର୍ଦ୍ଦେଶକ
କାର୍ଯ୍ୟକାଳ ୧୯୩୫-୨୦୦୪
ଜୀବନସାଥି ଲକ୍ଷ୍ମୀପ୍ରିୟା ମହାପାତ୍ର [୧]
ପୁରସ୍କାର ୧୯୬୬: ସଙ୍ଗୀତ ନାଟକ ଏକାଡେମି ପୁରସ୍କାର

ଗୁରୁ କେଳୁଚରଣ ମହାପାତ୍ର (ଜାନୁଆରି ୮, ୧୯୨୬ - ଏପ୍ରିଲ ୭, ୨୦୦୪) ଜଣେ ଓଡ଼ିଶୀ ନୃତ୍ୟ ଗୁରୁ, ଓଡ଼ିଶୀର ପ୍ରଚାରକ ଓ ବିଂଶ ଶତାବ୍ଦୀରେ ଏହାର ପୁନରୁତ୍ଥାନ ନିମନ୍ତେ ଜୀବନ ଉତ୍ସର୍ଗ କରିଥିବା ଜଣେ ନୃତ୍ୟଶୀଳ୍ପି ।[୨]

ସେ ଓଡ଼ିଶାପୁରୀରେ ଥିବା ଶିଳ୍ପଗ୍ରାମ ରଘୂରାଜପୁରରେ ଜାନୁଆରି ୮, ୧୯୨୬ରେ ଜନ୍ମ ନେଇଥିଲେ ।

[ଏହାକୁ ବଦଳାନ୍ତୁ] ପୁରସ୍କାର

[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ

  1. Remembering the maestro Leela Venkatraman, The Hindu, April 15, 2005.
  2. DANCE REVIEW; Sculptural And Sensual, It's Odissi by Anna Kisselgoff, New York Times, October 19, 2000.

[ଏହାକୁ ବଦଳାନ୍ତୁ] External links

Video links
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା