ମୁମ୍ବାଇ
ଉଇକିପିଡ଼ିଆ ରୁ
ମୁମ୍ବାଇ ଭାରତର ଏକ ପ୍ରମୂଖ ମହାନଗର ତଥା ମହାରାଷ୍ଟ୍ର ରାଜ୍ୟର ରାଜଧାନୀ ଅଟେ । ଏହା ସାଧାରଣ ଭାବେ ବମ୍ବେ ନାମରେ ମଧ୍ୟ ପ୍ରସିଦ୍ଧ । ଜନବହୁଳତା ହିସାବରେ "ମୁମ୍ବାଇ" ଭାରତର ପ୍ରଥମ ଏବଂ ବିଶ୍ଵର ଚତୁର୍ଥ ସହର ଅଟେ । ୨୦୧୧ ମସିହା ଶେଷ ସୁଦ୍ଧା ଏହାର ଜନବସତି ଆନୁମାନିକ ଭାବେ ୨.୫ କୋଟିରୁ ଅଧିକ ବୋଲି ଜଣା ପଡେ ।
|
|||||||||||||