କାଳିନ୍ଦୀ ଚରଣ ପାଣିଗ୍ରାହୀ
ଉଇକିପିଡ଼ିଆ ରୁ
| କାଳିନ୍ଦୀ ଚରଣ ପାଣିଗ୍ରାହୀ | |
|---|---|
| ଜନ୍ମ | ୨ ଜୁଲାଇ ୧୯୦୧ ପୁରୀ, ଓଡ଼ିଶା |
| ତିରୋଧାନ | ୧୫ ମଇ, ୧୯୯୧ (୮୯ ବର୍ଷ) |
| ବୃତ୍ତି | କବି, ଔପନ୍ୟାସିକ |
| ଭାଷା | ଓଡ଼ିଆ, |
| ଜାତୀୟତା | ଭାରତୀୟ |
| ଆଞ୍ଚଳିକତା | ଓଡ଼ିଆ |
| ଆଖିଦୃଶିଆ କାମ | ମାଟିର ମଣିଷ |
| ପୁରସ୍କାର | ପଦ୍ମ ଭୂଷଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
| ସନ୍ତାନ | ନନ୍ଦିନୀ ଶତପଥୀ |
କାଳିନ୍ଦୀ ଚରଣ ପାଣିଗ୍ରାହୀ ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ ସବୁଜ ଯୁଗ ନାଆଁରେ ଏକ ନୂଆ ଯୁଗର ଆରମ୍ଭ କରିଥିଲେ ।[୧] ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା ।
ବିଷୟସୂଚୀ |
ପରିବାର [ସମ୍ପାଦନା]
କାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡ଼ିଶାର ପୁରୀଜିଲ୍ଲାର ବିଶ୍ଵନାଥପୁର ଗ୍ରାମରେ ୧୯୦୧ ମସିହା ଜୁଲାଇ ୨ ତାରିଖରେ ଜନ୍ମ ନେଇଥିଲେ । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।[୨] ସେ ୧୯୯୧ ମେ ୧୫ ତାରିଖରେ ଦେହ ତ୍ୟାଗ କରିଥିଲେ ı
ସାହିତ୍ୟ ସର୍ଜନା [ସମ୍ପାଦନା]
କବିତା [ସମ୍ପାଦନା]
- ଯାଦୁଘର
- ପୁରୀ ମନ୍ଦିର
- ମହାଦୀପ
- ଆଗାମୀ
ଉପନ୍ୟାସ [ସମ୍ପାଦନା]
- ଏହା ପରେ ଏକ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ୧୯୬୬ରେ ଏକ ଚଳଚ୍ଚିତ୍ର ରୂପରେ ଆସିଥିଲା ।
- ଲୁହର ମଟାଳ
- ଲୁହର ମଣିଷ
- ଅମରଚିତା
- ମୁକ୍ତାଗଡ଼ର କ୍ଷୁଦ୍ଧା
କ୍ଷୁଦ୍ରଗଳ୍ପ [ସମ୍ପାଦନା]
- ଦ୍ଵାଦଶୀ
- ରାଶିଫଳ
- ଶେଷ ରଶ୍ମୀ
- ସାଗରିକା
ନାଟକ [ସମ୍ପାଦନା]
- ପଦ୍ମିନୀ
- ପ୍ରିୟଦର୍ଶୀ
ଜୀବନୀ [ସମ୍ପାଦନା]
- ଭକ୍ତକବି ମଧୁସୂଦନ
- କର୍ମବୀର ଗୌରୀଶଙ୍କର
- ଯାହା ଅଙ୍ଗେ ନିଭାଇଛି (ନିଜ ଆତ୍ମଜୀବନୀ)
ପ୍ରବନ୍ଧ [ସମ୍ପାଦନା]
- ସାହିତ୍ୟ ସମାଚାର
- ସାହିତ୍ୟିକ
ପୁରସ୍କାର [ସମ୍ପାଦନା]
- ପଦ୍ମଭୂଷଣ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର
ଆଧାର [ସମ୍ପାଦନା]
- ↑ "KALINDI CHARANA PANIGRAHI". orissadiary.com. 2012. http://orissadiary.com/personality/writer/KALINDICHARANA%20.asp. Retrieved 2 July 2012. "Born on July 2nd 1901. Kalindi Charan Panigrahi belongs to Sabuja Gosthi"
- ↑ "Smt. Nandini Satpathy Memorial Trust Orissa India". snsmt.org. 2011. http://snsmt.org/Smt.htm. Retrieved 2 July 2012. "She was the eldest daughter of Padmabhushan Sh. Kalindi Charan Panigrahi"
|
||||||||||||||||||||||||||||||||||||||||||||||||