ସଂଯୁକ୍ତା ପାଣିଗ୍ରାହୀ
ଉଇକିପିଡ଼ିଆ ରୁ
| ସଂଯୁକ୍ତା ପାଣିଗ୍ରାହୀ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ଅଗଷ୍ଟ ୨୪, ୧୯୪୪ ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା, ଓଡ଼ିଶା |
| ତିରୋଧାନ | ଜୁନ ୨୪, ୧୯୯୭ (ବୟସ ୫୨) ଭୁବନେଶ୍ଵର, ଓଡ଼ିଶା. |
| ଜୀବିକା | ଓଡ଼ିଶୀନାଟଶିଳ୍ପୀ, ନାଟ ନିର୍ଦ୍ଦେଶିକା |
| କାର୍ଯ୍ୟକାଳ | ୧୯୫୦-୧୯୯୭ |
| ଜୀବନସାଥି | ରଘୁନାଥ ପାଣିଗ୍ରାହୀ |
| ପୁରସ୍କାର | ୧୯୭୫: ପଦ୍ମଶ୍ରୀ ୧୯୭୬:ସଂଗୀତ ନାଟକ ଏକାଡେମି ପୁରସ୍କାର |
ସଂଯୁକ୍ତା ପାଣିଗ୍ରାହୀ (୨୪ ଅଗଷ୍ଟ ୧୯୪୪– ୨୪ ଜୁନ ୧୯୯୭) [୧] ଜଣେ ଭାରତୀୟ ଶାସ୍ତ୍ରୀୟ ନାଟ ଓଡ଼ିଶୀ ନାଟଶିଳ୍ପୀ ଥିଲେ । ସଂଯୁକ୍ତା ପ୍ରଥମ ଓଡ଼ିଆ ନାରୀଭାବେ ପୁରାତନ ଶାସ୍ତ୍ରୀୟ ନାଟକୁ ଶିଶୁକାଳରୁ ଆଦରି ନେଇଥିଲେ ଓ ଏହାକୁ ଦେଶବିଦେଶରେ ପହଞ୍ଚାଇବାରେ ନିଜକୁ ସମର୍ପି ଦେଇଥିଲେ ।[୨][୩]
[ଏହାକୁ ବଦଳାନ୍ତୁ] ସଂଯୁକ୍ତା ପାଣିଗ୍ରାହୀଙ୍କ ଉପରେ ସିନେମା
- Encounter With the Gods: Orissi Dance With Sanjukta Panigrahi. 1999 [୪]
[ଏହାକୁ ବଦଳାନ୍ତୁ] ଆଧାର
- ↑ Sanjukta at odissivilas
- ↑ Sanjukta: the danseuse who revived Odissi Indian Express, June 25, 1997.
- ↑ Sanjukta Panigrahi, Indian Dancer, 65 New York Times, July 6, 1997.
- ↑ Encounter With the Gods With Sanjukta Panigrahi Duration 30 min. Rotten Tomatoes.
- Indra Gupta, India’s 50 Most Illustrious Women New Delhi: Icon Publications, 2003. ISBN 81-88086-19-3
[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ
- Jack Anderson, Dance: Sanjukta Panigrahi in The New York Times, October 14, 1984 accessed at July 31, 2006
- Sanjukta Panigrahi Images
- ଭିଡିଓ