ସୀତାକାନ୍ତ ମହାପାତ୍ର

ଉଇକିପିଡ଼ିଆ ରୁ
ସୀତାକାନ୍ତ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ ସେପ୍ଟେମ୍ବର ୧୭, ୧୯୩୭ (1937-09-17) (୭୭ ବର୍ଷ)
ମାହାଙ୍ଗା, କଟକ, ଓଡ଼ିଶା
ଜୀବିକା ପ୍ରଶାସନିକ ଅଧିକାରୀ
ପ୍ରସିଦ୍ଧି କବି, ସାହିତ୍ୟ ସମାଲୋଚକ
ଜଣାଶୁଣା କାମସବୁ ଶବର ଆକାଶ (୧୯୭୧)
ସମୁଦ୍ର (୧୯୭୭)

ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, ମାହାଙ୍ଗା, କଟକ, ଓଡ଼ିଶା) ଓଡ଼ିଆଇଂରାଜୀ ଭାଷାର ଜଣେ ଜଣାଶୁଣା କବିସାହିତ୍ୟ ସମାଲୋଚକ[୧][୨] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ

ସାହିତ୍ୟ ସର୍ଜନା[ସମ୍ପାଦନା]

କବିତା[ସମ୍ପାଦନା]

  • ଅଷ୍ଟପଦୀ (୧୯୬୩)
  • ଶବର ଆକାଶ (୧୯୭୧)
  • ଆର ଦୃଶ୍ୟ (୧୯୮୧)
  • ଶ୍ରେଷ୍ଠ କବିତା (୧୯୯୪)

ପ୍ରବନ୍ଧ[ସମ୍ପାଦନା]

  • ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)

ଭ୍ରମଣକାହାଣୀ[ସମ୍ପାଦନା]

ତାଳପତ୍ର ଉପରେ[ସମ୍ପାଦନା]

  • ଉଷାବିଳାସ

ଇଂରାଜୀ[ସମ୍ପାଦନା]

  • The ruined Temple and other poems, 1996 (କବିତା, ଅନୁବାଦ)
  • Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)

ପଦ ଓ ସମ୍ମାନ[ସମ୍ପାଦନା]

ପଦ[ସମ୍ପାଦନା]

ସମ୍ମାନ[ସମ୍ପାଦନା]

  • ଜ୍ଞାନପୀଠ ସମ୍ମାନ (୧୯୯୩)
  • ସାରଳା ପୁରସ୍କାର[୩] (୧୯୮୫)
  • ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪)
  • କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪)
  • ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]