ଅନ୍ନଦା ଶଙ୍କର ରାୟ

ଉଇକିପିଡ଼ିଆ ରୁ
ଅନ୍ନଦା ଶଙ୍କର ରାୟ
ଜନ୍ମ ଓ ଜନ୍ମସ୍ଥାନ ୧୯୦୪
ଢେଙ୍କାନାଳ, ଓଡ଼ିଶା
ତିରୋଧାନ ୨୦୦୨
କଲିକତା
ଜାତୀୟତା  ଭାରତୀୟ

ଅନ୍ନଦା ଶଙ୍କର ରାୟ ଓଡ଼ିଶାରେ ଜନ୍ମିତ ସବୁଜଗୋଷ୍ଠୀର ଜଣେ ପ୍ରଭାବଶାଳୀ ଲେଖକ ଓ କବି ଥିଲେ ।

ଅନ୍ନଦା ଶଙ୍କର ରାୟ୧୯୨୧-୨୩ ମଧ୍ୟରେ ଓଡ଼ିଆରେ କେତେକ କବିତା ଓ ପ୍ରବନ୍ଧ ରଚନା କରି 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶ କରିଥିଲେ । ତାହାର ପରବର୍ତ୍ତୀ ସମୟରେ 'ବାସନ୍ତୀ' ଉପନ୍ୟାସର କେତେକ ପରିଚ୍ଛେଦ ଏବଂ ସାହିତ୍ୟ ସମାଲୋଚନା ମୁଳକ କେତେକ ଉଚ୍ଚକୋଟୀର ପ୍ରବନ୍ଧ; ଯଥା ପଦ୍ମଚରଣଙ୍କ କବିତା, ସମର ଓ ସାହିତ୍ୟ, ମଥୁରାମଙ୍ଗଳ ଆଲୋଚନା ପ୍ରଭୃତି ରଚନା କରିଥିଲେ । [୧] ୨୦୦୨ ମସିହା ଅକ୍ଟୋବର ୨ତାରିଖ ଦିନ କଲିକତାଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଟୀକା[ସମ୍ପାଦନା]

  1. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୩୯-୪୦

ବାହାର ଆଧାର[ସମ୍ପାଦନା]