ଯୋଗେଶ ଚନ୍ଦ୍ର ପତି

ଉଇକିପିଡ଼ିଆ‌ରୁ

ଯୋଗେଶ ଚନ୍ଦ୍ର ପତି (ଜନ୍ମ: ୧୯୩୭ ମସିହା, ଓଡ଼ିଶାର ବାରିପଦାରେ) ୟୁନିଭରସିଟି ଅଫ ମେରିଲ୍ୟାଣ୍ଡ, କଲେଜପାର୍କରେ ଭାରତୀୟ ଆମେରିକାନ ଥିଓରିଟିକାଲ ଫିଜିସିସ୍ଟ ଥିଲେ ।

ଜୀବନୀ[ସମ୍ପାଦନା]

ଯୋଗେଶ ଚନ୍ଦ୍ର ପତି ବାରିପଦାର ଗୁରୁ ଟ୍ରେନିଙ୍ଗ ସ୍କୁଲରେ ଶିକ୍ଷା ତଥା ଏମ୍.କେ.ସି ହାଇ ସ୍କୁଲରୁ ମାଟ୍ରିକ ପାସ କଲାପରେ ଏମ୍.ପି.ସି କଲେଜରୁ ଆଇ.ଏସ୍.ସି ପାସ କରିଥିଲେ । ତାଙ୍କର ପଦାର୍ଥ ବିଜ୍ଞାନକୁ ଅନବଦ୍ୟ ଅବଦାନ (notion of a unification of elementary particles – quarks and leptons – and of their gauge forces force: weak, electromagnetic, and strong) ଥିଲା । ତାଙ୍କର ଥିଓରି ପାକସ୍ଥାନର ନୋବେଲ ପୁରସ୍କାର ବିଜେତା ଅବଦୁସ ସଲାମଙ୍କ ସହଭାଗିତାରେ କରାଯାଇଥିଲା । ପତି ଓ ସଲାମ ଯୋଡ଼ିଙ୍କ ଥିଓରି (The suggestions of Pati and Salam (The Pati–Salam model) of the symmetry of SU(4)–color, left-right symmetry, and of the associated existence of right-handed neutrinos, now provide some of the crucial ingredients for understanding the observed masses of the neutrinos and their oscillations.) ପରେ ନିଉଟ୍ରିନସ ଓ ସେମାନଙ୍କ ଅସିଲେସନ ବୁଝିବାରେ ବହୁତ ସାହାଯ୍ୟ କରିଥିଲା ।

ସ୍ୱିକୃତି[ସମ୍ପାଦନା]

୨୦୦୦ ମସିହାରେ ହୋୱାର୍ଡ ଜର୍ଜି, ହେଲେନ୍ କ୍ୱିନ୍ନ ଓ ଯୋଗେଶ ଚନ୍ଦ୍ର ପତି ତ୍ରୟଙ୍କୁ କ୍ୱେସ୍ଟ ଫର ଦି ୟୁନିଫିକେସନ‌ରେ ମିଳିତ ଅବଦାନ ଯୋଗୁ ଡି.ଆଇ.ଆର୍.ଏ.ସି ମେଡାଲ ( Dirac Medal)ଦିଆଯାଇଥିଲା[୧][୨][୩] । ୨୦୧୩ ମସିହାରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ପଦ୍ମ ଭୁଷଣ ଉପାଧି ଦିଆଯାଇଥିଲା ।

ଆଧାର[ସମ୍ପାଦନା]

  1. "Dirac Medallists 2000 — ICTP Portal". prizes.ictp.it. 2012. Retrieved 24 April 2012. Jogesh Pati, University of Maryland, and Stanford Linear Accelerator Centre, USA
  2. "Michael E. Peskin". slac.stanford.edu. 2009. Retrieved 24 April 2012. received the Dirac Medal for the year 2000 (with Howard Georgi and Helen Quinn).
  3. "Dirac medal goes to particle theorists - physicsworld.com". physicsworld.com. 2012. Retrieved 24 April 2012. The 2000 Dirac Medal has been awarded to Howard Georgi of Harvard University, Jogesh Pati of the University of Maryland,

ଅଧିକ ତଥ୍ୟ[ସମ୍ପାଦନା]