ସାଧୁ ମେହେର
ଉଇକିପିଡ଼ିଆ ରୁ
| ସାଧୁ ମେହେର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ଓଡ଼ିଶା |
| ଜୀବିକା | ଅଭିନେତା, ନିର୍ଦ୍ଦେଶକ |
| କାର୍ଯ୍ୟକାଳ | ୧୯୬୯-ଏବେଯାଏଁ |
| ପୁରସ୍କାର | ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ରାଷ୍ଟ୍ରୀୟ ପୁରସ୍କାର, ୧୯୭୪ ଜୟଦେବ ସମ୍ମାନ, ୨୦୦୮ |
ସାଧୁ ମେହେର ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ ।[୧]
ବିଷୟସୂଚୀ |
କଥଚିତ୍ର ଜୀବନ [ସମ୍ପାଦନା]
୧୯୬୯ ମସିହାରେ ସେ ଭୂବନ ସୋମ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସାଧୁ, ବର୍ତ୍ତମାନ ସୁଦ୍ଧା ୨୮ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର [ସମ୍ପାଦନା]
| କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
|---|---|---|
| ଜୟ ଜଗନ୍ନାଥ | ୨୦୦୭ | ସବ୍ୟସାଚୀ ମହାପାତ୍ର |
| ବାବୁଲା | ୧୯୮୫ | ସାଧୁ ମେହେର |
| କସ୍ତୁରୀ | ୧୯୮୭ | ଜେ. ଏଚ. ସତ୍ତାର |
| ଅପରିଚିତା | ୧୯୮୦ | ସାଧୁ ମେହେର |
ମାନ ସମ୍ମାନ [ସମ୍ପାଦନା]
- ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ଜାତୀୟ ପୁରସ୍କାର, ୧୯୭୪[୨]
- ଜୟଦେବ ସମ୍ମାନ[୩]
ଆଧାର [ସମ୍ପାଦନା]
- ↑ cinemasagar.comରେ ସାଧୁ ମେହେର
- ↑ "22nd National Film Festival (1975)" (PDF). dff.nic.in. Directorate of Film Festivals. p. 14. http://iffi.nic.in/Dff2011/Frm22ndNFAAward.aspx?PdfName=22NFA.pdf. Retrieved 30 July 2011.
- ↑ "Starry Nite marks state film awards- Orissa- IBNLive". ibnlive.in.com. 2011. http://ibnlive.in.com/news/starry-nite-marks-state-film-awards/174531-60-117.html. Retrieved 16 January 2013. "In the absence of veteran film actor-director Sadhu Meher, the Jaydev Award-2008 for Lifetime Achievement was received by his friend"
ଅଧିକ ତଥ୍ୟ [ସମ୍ପାଦନା]
- ସାଧୁ ମେହେର (ଇଣ୍ଟରନେଟ ମୁଭି ଡାଟାବେସରେ)
|
||||||||