୩ ସେପ୍ଟେମ୍ବର
ଦେଖଣା
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ||||
୨୦୨୫ |
September 3 in recent years |
୨୦୨୪ (ମଙ୍ଗଳବାର) |
୨୦୨୩ (ରବିବାର) |
୨୦୨୨ (ଶନିବାର) |
୨୦୨୧ (ଶୁକ୍ରବାର) |
୨୦୨୦ (ଗୁରୁବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶନିବାର) |
୨୦୧୫ (ଗୁରୁବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩ ସେପ୍ଟେମ୍ବର ବର୍ଷର ୨୪୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୯ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]- ୧୭୨୫: ବ୍ରିଟେନ-ହାନୋଭର୍-ପ୍ରୁସିଆ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
- ୧୯୧୭: ଜର୍ମାନୀ ପ୍ରଥମ ଥର ସନ୍ଧ୍ୟା ପରେ ଲଣ୍ଡନ ଉପରେ ବୋମା ପକାଇଥିଲା ।
- ୧୯୩୦: ଆମେରିକା ଉପକୂଳରେ ଘୂର୍ଣ୍ଣିଝଡ଼ରେ ୨ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୩୪: ଟ୍ୟୁନିସିଆରେ ସ୍ୱାଧୀନତା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
- ୧୯୪୯: ଚୀନର ଚିଆଙ୍ଗ୍କିଙ୍ଗ୍ଠାରେ ଅଗ୍ନିକାଣ୍ଡରେ ୭ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୬୭: ସ୍ୱିଡେନରେ ରାସ୍ତାର ଡାହାଣ ପାର୍ଶ୍ୱରେ ଗାଡ଼ି ଚଳାଇବା ନିୟମ ପ୍ରଣୟନ କରାଯାଇଥିଲା ।
- ୧୯୯୫: ଇ-ବେ (eBay) ଅନ୍ଲାଇନ୍ କିଣାବିକା ସଂସ୍ଥା ପ୍ରତିଷ୍ଠା ହୋଇଥିଲା ।
ଜନ୍ମ
[ସମ୍ପାଦନା]- ୧୯୬୫: ଆମେରିକୀୟ ଅଭିନେତା ଚାର୍ଲି ଶିନ୍ (Charlie Sheen) ଜନ୍ମଗ୍ରହଣ କରିଥିଲେ ।
ଦେହାନ୍ତ
[ସମ୍ପାଦନା]- ୧୯୮୦: ଆମେରିକୀୟ ଅଭିନେତ୍ରୀ ବାର୍ବରା ଓ'ନେଲ୍ (Barbara O'Neil) ମୃତ୍ୟୁବରଣ କରିଥିଲେ ।
ପର୍ବପର୍ବାଣି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଇତିହାସରେ ଆଜି". ସମାଜ. Retrieved 3 September 2016.
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୩ ସେପ୍ଟେମ୍ବର
ବାବଦରେ ମାଧ୍ୟମ ରହିଛି ।