ସଞ୍ଜୟ ହାତୀ

ଉଇକିପିଡ଼ିଆ‌ରୁ
(Sanjay Hatiରୁ ଲେଉଟି ଆସିଛି)
ସଞ୍ଜୟ ହାତୀ
Born
ସଞ୍ଜୟ କୁମାର ହାତୀ

୧୯୬୬
Nationalityଭାରତୀୟ
Educationପିଏଚଡ଼ି
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫

ସଞ୍ଜୟ ହାତୀ (ଜନ୍ମ : ୧୯୬୬) ଜଣେ ଓଡ଼ିଆ ନାଟ୍ୟକାର । ସେ ନାଟକ ମଞ୍ଚମାୟା ପାଇଁ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧] ସଞ୍ଜୟ ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ । ୧୯୯୧ ମସିହାରେ ସେ ନିଜର ପ୍ରଥମ ନାଟକ ଆସନ୍ନ ପ୍ରଭାତର ସ୍ୱପ୍ନ ଲେଖିଥିଲେ । ବୃତ୍ତିରେ ସେ ଜଣେ ଓଡ଼ିଆ ଅଧ୍ୟାପକ ।[୨] ସେ ସମୟ ହାତରେ ଡୋରି ଚଳଚ୍ଚିତ୍ରର କାହାଣୀ ମଧ୍ୟ ଲେଖିଥିଲେ ।

ରଚନାବଳୀ[ସମ୍ପାଦନା]

ନାଟକ[ସମ୍ପାଦନା]

  • ତୃତୀୟ ପୃଥିବୀ
  • ପ୍ରତ୍ୟାଗତ
  • ଗୁରୁଦକ୍ଷିଣା
  • ଚିତ୍ରଲେଖା
  • ସ୍ୱର୍ଗରେ ବବାଲ
  • ମୃତ ସଞ୍ଜୟର ଇସ୍ତାହାର
  • ଡାହା ମିଛି
  • ଅଭିଶପ୍ତ ବେତାଳ
  • ପୁନଶ୍ଚ ମୁକ୍ତି
  • ଡ୍ରାମାବନ୍ଦ
  • ଦେଶୀ ମେମ୍
  • ଶତାବ୍ଦୀର ଆମ୍ବକଥା
  • ମାୟାସୁରଭି
  • ମଢ ଉପରେ ରାଜନୀତି
  • କ୍ରେନ୍ ଗେନ୍ ଡଟ୍ କମ୍
  • ମଞ୍ଚମାୟା
  • ବିଜୁଳି ଚୂଲା
  • ଅମରତ୍ନ
  • ଶୁନ୍ୟତା
  • ଅନ୍ୱେଷା
  • ସାରେ ଜାହାଁସେ ଆଛା
  • ବାଜି
  • ପୁଣ୍ୟର ନଦୀ ତୀରେ
  • ହାଇୱେ କୀଳା
  • ମଡେଲ ଟୋଣ୍ଟି ଫାଷ୍ଟ
  • ଶୀକାର
  • ଧର୍ମଘଟ
  • ପରିଣତି
  • ଦଫା ୩୫୪
  • ବେବିହ୍ନେଲ୍ ଭାଇରସ୍

ଯାତ୍ରାନାଟକ[ସମ୍ପାଦନା]

  • ମୋଷ୍ଟ ୱାଣ୍ଟେଡ୍ କ୍ରାନ୍ତି ମିଶ୍ର
  • ଭୁଲ୍ ରହିଗଲା କେଉଁଠି

ଚଳଚ୍ଚିତ୍ର[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫[୪]

ଆଧାର[ସମ୍ପାଦନା]

  1. "Odisha Sahitya Akademi award for 18 authors". www.newindianexpress.com. The New Indian Express. Archived from the original on 25 July 2020. Retrieved 25 July 2020.
  2. "Teaching Staff". www.sgwc.edu.in. Sushiladevi Govt Women's College. Archived from the original on 12 August 2020. Retrieved 12 August 2020.
  3. "ପ୍ରଗତିବାଦୀ ସାକ୍ଷାତକାର". No. ପ୍ରଗତିବାଦୀ ୧୨/୦୮/୨୦୨୦ ପୃଷ୍ଠା ୩. ପ୍ରଗତିବାଦୀ. Archived from the original on 12 August 2020. Retrieved 12 August 2020.
  4. "Odisha Sahitya Akademi Award For 2015, 2016 Announced: Here's The List". kalingatv.com. kalinga tv. Archived from the original on 25 July 2020. Retrieved 25 July 2020.