ସମୟ ହାତରେ ଡୋରି
ସମୟ ହାତରେ ଡୋରି | |
---|---|
ନିର୍ଦ୍ଦେଶକ | ନିମାଇଁ ଓଝା |
ପ୍ରଯୋଜକ | ତିଳୋତ୍ତମା ଦାସ |
ସଂଳାପ | ସଞ୍ଜୟ ହାତୀ |
ଚିତ୍ରନାଟ୍ୟ | ସନ୍ତୋଷ ମିଶ୍ର, ନିମାଇଁ ଓଝା |
କାହାଣୀ | ସଞ୍ଜୟ ହାତୀ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ, ଦେବଯାନୀ, ଦେବୁ ବୋଷ, ଜୟୀରାମ ସାମଲ, ବ୍ରଜ ସିଂହ, ବିଜୟ ମହାନ୍ତି |
ସଙ୍ଗୀତ | ଆଲୋକ ସ୍ୱାଇଁ, ରତି ବାରିକ |
ଚିତ୍ରଗ୍ରହଣ | କେ. ରଙ୍ଗାସ୍ୱାମୀ |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ![]() |
ଭାଷା | ଓଡ଼ିଆ |
ସମୟ ହାତରେ ଡୋରି, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତିଳୋତ୍ତମା ଦାସ । ସଞ୍ଜୟ ହାତୀ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସନ୍ତୋଷ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ନିମାଇଁ ଓଝା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଆଲୋକ ସ୍ୱାଇଁ ଓ ରତି ବାରିକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ମିହିର ଦାସ, ଦେବଯାନୀ, ଦେବୁ ବୋଷ, ଜୟୀରାମ ସାମଲ, ବ୍ରଜ ସିଂହ, ସନ୍ତୋଷ ନାୟକ, ବିଜୟ ମହାନ୍ତି, ରାଜା ମହାନ୍ତି, ଅଶୋକ ବଳ, ଜୁଲି, ବିନି, ଶିମି, ରବି, ନୟନତାରା, ନୀଲମ୍, ସୋନାକ୍ଷୀ, ଦିପ୍ଶିଖା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ ଓ ନିକିତା ମିଶ୍ର ଏହି କଥାଚିତ୍ରଟିରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ[ସମ୍ପାଦନା]
- ସିଦ୍ଧାନ୍ତ ମହାପାତ୍ର[୧]
- ଅନୁ ଚୌଧୁରୀ[୨]
- ମିହିର ଦାସ
- ଦେବଯାନୀ
- ଦେବୁ ବୋଷ
- ଜୟୀରାମ ସାମଲ
- ବ୍ରଜ ସିଂହ
- ସନ୍ତୋଷ ନାୟକ
- ବିଜୟ ମହାନ୍ତି
- ରାଜା ମହାନ୍ତି
- ଅଶୋକ ବଳ
- ଜୁଲି
- ବିନି
- ଶିମି
- ରବି
- ନୟନତାରା
- ନୀଲମ୍
- ସୋନାକ୍ଷୀ
- ଦିପ୍ଶିଖା
ଶିଶୁ କଳାକାର[ସମ୍ପାଦନା]
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆଲୋକ ସ୍ୱାଇଁ, ରତି ବାରିକ । ରତିକାନ୍ତ ବାରିକ, ଅରୁଣ ମନ୍ତ୍ରୀ, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ନମିତା ଅଗ୍ରୱାଲ, ମହମଦ ଅଜିଜ୍, କୁମାର ବାପି, ତପୁ ମିଶ୍ର, ପମି, ଶୈଳଭାମା ଆଦି କଳାକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|---|---|
1. | "ତ ହାତରେ ବାନ୍ଧି" | |
2. | "ଫେରିଆ କାହ୍ନୁ" | |
3. | "ଜହ୍ନର ରାତି" | |
4. | "ଏ ନଈର ତୁଠେ" | |
5. | "ଫଗୁଣ ର" | |
6. | "ଏ ଜୀବନ ମାନେ" |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 27 August 2018. Retrieved 27 August 2018.
- ↑ "ଏହି ଓଲିଉଡ଼୍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା | Sambad". Sambad. 27 December 2017. Archived from the original on 1 September 2018. Retrieved 1 September 2018.
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ସମୟ ହାତରେ ଡୋରି