Jump to content

ମଦର ଟେରେସା

ଉଇକିପିଡ଼ିଆ‌ରୁ
(Mother Teresaରୁ ଲେଉଟି ଆସିଛି)
ମଦର୍ ଟେରେସା
କଲିକତାର ସେଣ୍ଟ୍ ଟେରେସା
ଚାରିଟି ମିଶନାରୀ
ଏକ ଜୀବନ ପରବର୍ତ୍ତୀ ସଭାରେ ମଦର୍ ଟେରେସା
ପଶ୍ଚିମ ଜର୍ମାନୀର ବନ୍ରେ, ୧୯୮୬
Consecrated ଧାର୍ମିକ, ନନ୍
Bornଆନ୍‌ଜେଜେ ଗୋନ୍‌କ୍ସେ ବୋଜାକ୍ସ୍‌ହିଉ
(1910-08-26)୨୬ ଅଗଷ୍ଟ ୧୯୧୦
ଉସ୍କୁପ୍, କୋସୋଭୋ ଭିଲାୟେତ୍, ଅଟ୍ଟୋମାନ୍ ସାମ୍ରାଜ୍ୟ
(ବର୍ତ୍ତମାନ ସ୍କୋପ୍‌ଜେ, ମାସିଡ଼ୋନିଆ ସାଧାରଣତନ୍ତ୍ର)
Died୫ ସେପ୍ଟେମ୍ବର ୧୯୯୭(1997-09-05) (ବୟସ ୮୭)
କଲିକତା, ପଶ୍ଚିମ‌ବଙ୍ଗ, ଭାରତ
Venerated inରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ
Beatified୧୯ ଅକ୍ଟୋବର ୨୦୦୩, ସେଣ୍ଟ୍ ପିଟର୍‌ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଜନ୍ ପଲ୍- ଦ୍ୱିତୀୟ
Canonized୪ ସେପ୍ଟେମ୍ବର ୨୦୧୬, ସେଣ୍ଟ୍ ପିଟର୍‌ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଫ୍ରାନ୍‌ସିସ୍
Major shrineMother House of the Missionaries of Charity, କଲିକତା, ପଶ୍ଚିମ‌ବଙ୍ଗ, ଭାରତ
Feast୫ ସେପ୍ଟେମ୍ବର[]
Attributes
Patronage
Mother Teresa
ଧର୍ମRoman Catholicism
ବ୍ୟକ୍ତିଗତ
ଜାତୀୟତାOttoman subject (1910–1912)
Serbian subject (1912–1915)
Bulgarian subject (1915–1918)
Yugoslavian subject (1918–1943)
Yugoslavian citizen (1943–1948)
Indian subject (1948–1950)
Indian citizen(1950–1997)
Albanian citizen[] (1991–1997)
Senior posting
ଉପାଧିSuperior general
Period in office1950–1997
ପରSr. Nirmala Joshi, MC

ମଦର ଟେରେସା, (ଜନ୍ମ: Anjezë Gonxhe Bojaxhiu; Albanian: 26 ଅଗଷ୍ଟ ୧୯୧୦ - ୫ ସେପ୍ଟେମ୍ବର ୧୯୯୭ ) ଜଣେ ଆଲବାନିଆନ - ଭାରତୀୟ ରୋମାନିଆନ କ୍ଯାଥଲିକ ନନ ଥିଲେ। ସେ ସ୍କୋପ୍ଯେଠାରେ ଜନ୍ମଗ୍ରହଣ କରିଥିଲେ। ମାସେଡୋନିଆରେ ୧୮ ବର୍ଷ ରହିଲା ପରେ ସେ ଆୟାରଲ୍ଯାଣ୍ଡ ଆସିଥିଲେ ଓ ମୃତ୍ୟୁ ଯାଏଁ ଭାରତରେ ରହିଥିଲେ ।

ଟେରେସା ନିଜ ଜୀବନ କାଳରେ ଅନେକ ସମ୍ମାନରେ ସମ୍ମାନୀତ ହେଇଥିଲେ, ସେ ୧୯୬୨ ମସିହାରେ ରାମସୋନ ମାଗସେ ସମ୍ମାନ ପାଇଥିଲେ ଓ ୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ୪ ସେପ୍ଟେମ୍ବର ୨୦୧୬ରେ ଚର୍ଚଦ୍ୱାରା ସନ୍ଥର ମାନ୍ୟତା ପାଇଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ୨୬ ଅଗଷ୍ଟ ୧୯୧୦ରେ କୋସୋଭାର ଆଲବାନିଆନ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଯାହା ସ୍କୋପ୍ଜେ, ଅଟୋମାନ୍ ସାମ୍ରାଜ୍ୟରେ (ଏବେ ଉତ୍ତର ମାସିଡୋନିଆର ରାଜଧାନୀ) ଅବସ୍ଥିତ ଥିଲା ।[] ସେ ଜନ୍ମର ପରବର୍ତ୍ତୀ ଦିନ ସ୍କୋପ୍ଜେରେ ଖ୍ରୀଷ୍ଟ ଧର୍ମରେ ଦିକ୍ଷିତ ହୋଇଥିଲେ । ପରେ ସେ ୨୭ ଅଗଷ୍ଟ, ଯେଉଁ ଦିନେ ସେ ଖ୍ରୀଷ୍ଟ ଧର୍ମରେ ଦିକ୍ଷିତ ହୋଇଥିଲେ, ସେହି ଦିନକୁ ନିଜର "ପ୍ରକୃତ ଜନ୍ମଦିନ" ବୋଲି ମନେ କରିଥିଲେ ।

ସେ ନିକୋଲ୍ ଏବଂ ଡ୍ରାନାଫାଇଲ୍ ବୋଯାଝିଉ (ବେର୍ନାଇ) ଙ୍କ କନିଷ୍ଠ ସନ୍ତାନ ଥିଲେ । ତାଙ୍କ ପିତା, ଅଟୋମାନ୍ ମାସିଡୋନିଆରେ ଆଲବାନିଆନ୍ ସମୁଦାୟର ରାଜନୈତିକ କାର୍ଯ୍ୟକ୍ରମରେ ଜଡିତ ଥିଲେ । ସେ ୧୯୧୯ରେ ବେଲଗ୍ରେଡକୁ ଏକ ରାଜନୈତିକ ସଭା ପାଇଁ ଯିବାପରେ, ସର୍ବିଆନ୍ ଏଜେଣ୍ଟମାନଙ୍କ ଦ୍ୱାରା ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଏ । ସେତେବେଳକୁ ଟେରେସାଙ୍କ ବୟସ ଥିଲା ମାତ୍ର ଆଠ ବର୍ଷ । ସେ ପ୍ରିଜ୍ରେନ୍ (ଏବେର କୋସୋଭୋ) ରେ ଜନ୍ମ ନେଇଥିଲେ, କିନ୍ତୁ ତାଙ୍କ ପରିବାର ମିର୍ଦିତା (ବର୍ତ୍ତମାନ ଆଲବାନିଆ) ରୁ ଥିଲେ ।

  1. "Canonisation of Mother Teresa – September 4th". Diocese of Killala. September 2016. Archived from the original on 8 September 2016. Retrieved 4 September 2016.
  2. Manik Banerjee (6 ସେପ୍ଟେମ୍ବର 2017). "Vatican declares Mother Teresa a patron saint of Calcutta". Associated Press, ABC News.com. Archived from the original on 6 ସେପ୍ଟେମ୍ବର 2017. Retrieved 6 ସେପ୍ଟେମ୍ବର 2017.
  3. "Mother Teresa to be named co-patron of Calcutta Archdiocese on first canonization anniversary". First Post. 4 September 2017. Retrieved 5 September 2017.
  4. shqiptare, bota. "Kur Nënë Tereza vinte në Tiranë/2". Archived from the original on 2016-09-18. Retrieved 2017-03-02.
  5. "Mother Teresa - Biographical". web.archive.org. 2014-10-11. Archived from the original on 2014-10-11. Retrieved 2025-03-27.{{cite web}}: CS1 maint: bot: original URL status unknown (link)
  • ଇଣ୍ଟରନେଟ ମୁଭି ଡାଟାବେସରେ Mother Teresa