Jump to content

୧୬ ଜୁନ

ଉଇକିପିଡ଼ିଆ‌ରୁ
(June 16ରୁ ଲେଉଟି ଆସିଛି)
୧୦ ୧୧ ୧୨ ୧୩
୧୪ ୧୫ ୧୬ ୧୭ ୧୮ ୧୯ ୨୦
୨୧ ୨୨ ୨୩ ୨୪ ୨୫ ୨୬ ୨୭
୨୮ ୨୯ ୩୦
  ୨୦୨୫ (ସୋମବାର)
  ୨୦୨୪ (ରବିବାର)
  ୨୦୨୩ (ଶୁକ୍ରବାର)
  ୨୦୨୨ (ଗୁରୁବାର)
  ୨୦୨୧ (ବୁଧବାର)
  ୨୦୨୦ (ମଙ୍ଗଳବାର)
  ୨୦୧୯ (ରବିବାର)
  ୨୦୧୮ (ଶନିବାର)
  ୨୦୧୭ (ଶୁକ୍ରବାର)
  ୨୦୧୬ (ଗୁରୁବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଜୁନ ବର୍ଷର ୧୬୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୬୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯୮ ଦିନ ବାକି ଅଛି ।

ଘଟଣାବଳୀ

[ସମ୍ପାଦନା]
  • . 1606-ଜହାଁଗୀରର ଦିଲ୍ଲୀ ରାଜତ୍ୱକାଳରେ ସିଖ ଗୁରୁ ଅର୍ଜୁନ ଦେବଙ୍କୁ ଲାହୌର (ପାକିସ୍ତାନ)ରେ ନିର୍ମମ ଭାବେ ହତ୍ୟା କରିଦିଆ ଯାଇଥିଲା ।
  • . 1858-ପ୍ରଥମ ଭାରତୀୟ ସ୍ୱଧୀନତା ସଂଗ୍ରାମ ସମୟରେ ମୋରାରଠାରେ ଯୁଦ୍ଧ ଆରମ୍ଭ ହେଲା ।
  • . 1903-ଫୋର୍ଟ ମୋଟର କମ୍ପାନୀ କାର୍ଯ୍ୟକ୍ଷମ ହେଲା ।
  • . 1923- ସାଇବେରିଆର ୟାକୁଟ ବିଦ୍ରୋହ ତଥା ରୂଷ ନାଗରିକ ଯୁଦ୍ଧ ସମାପ୍ତ ହେଲା ।
  • . 1924- ଚୀନରେ ବମପୋଆ ସୈନ୍ୟ ଏକାଡମୀର ସ୍ଥାପନା ହେଲା ।
  • . 1976-ଦକ୍ଷିଣ ଅଫ୍ରିକାରେ ଟୋଏଟାଠାରେ ଦସ ହଜାର କଳା ସ୍କୂଲୀ ଛାତ୍ର ସ୍କୁଲ ଗୁଡିକରେ ମିଳୁଥିବା ନିମ୍ନ ଗୁଣବତ୍ତାର ଶିକ୍ଷା ବିରୋଧରେ ତଥା ନିଜ ଭାଷାରେ କଥା ଅଧିକାର ପାଇବା ପାଇଁ ପ୍ରାୟଃ ଅଧା ମୀଲ ଲଂବା ପ୍ରଦର୍ଶନ କରିଥିଲେ । ଫଳରେ 100ରୁ ଅଧିକ ଛାତ୍ର ପୁଲିସ ଗୁଳିର ଶିକାର ହେଲେ ଏବଂ ହଜାରରୁ ଅଧିକ ଆଘାତ ହୋଇଥିଲେ ।
  • . 1997-ଅଲ୍ଜୀରିଆରେ ନରସଂହାର ହେଲାରୁ ଏଥିରେ 50 ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା ।
  • ୧୭୨୩: ଆଡାମ ସ୍ମିଥ, ସ୍କଟିସ ଦାର୍ଶନିକ (ମୃତ୍ୟୁ: ୧୭ ଜୁଲାଇ ୧୭୯୦)

ଦେହାନ୍ତ

[ସମ୍ପାଦନା]

ପର୍ବପର୍ବାଣି

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]