ଅଭିମାନ
ଦେଖଣା
(Abhimanରୁ ଲେଉଟି ଆସିଛି)
ଅଭିମାନ | |
---|---|
ନିର୍ଦ୍ଦେଶକ | ସାଧୁ ମେହେର |
ଚିତ୍ରନାଟ୍ୟ | ସାଧୁ ମେହେର |
କାହାଣୀ | ଆନନ୍ଦ ଶଙ୍କର ଦାସ |
କଳାକାର | ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶରତ ପୂଜାରୀ, ଅଜିତ ଦାସ |
ସଙ୍ଗୀତ | ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୨୭ ମଇ ୧୯୭୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ କଥାଚିତ୍ର ଅଭିମାନ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୨][୩] ନିର୍ଦ୍ଦେଶକ ଭାବରେ ସାଧୁ ମେହେର[୪] ଓ ଅଭିନେତା ଭାବେ ଉତ୍ତମ ମହାନ୍ତିଙ୍କର ଏହା ଥିଲା ପ୍ରଥମ ଓଡ଼ିଆ କଥାଚିତ୍ର ।[୫][୬]
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି
- ଶରତ ପୂଜାରୀ
- ଅଜିତ ଦାସ[୭]
- ଜ୍ୟୋତ୍ସ୍ନା ଦାସ[୮][୯][୧୦]
- ସୁଜାତା ଆନନ୍ଦ
- ଧୀର ବିଶ୍ୱାଳ
- ରିତା ଚାନ୍ଦ
- ଗଡ଼ି
- ସାଧୁ ମେହେର
- ପ୍ରମୋଦ ମହାନ୍ତି
- ନିହାରିକା ସାହୁ
- ସାମୁଏଲ ସାହୁ (ବାବି)
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ
- ପ୍ରଚ୍ଛଦପଟ ଗାୟକ: ଅକ୍ଷୟ ମହାନ୍ତି, ଉଷା ମଙ୍ଗେସକର
ଗୀତ
[ସମ୍ପାଦନା]- କାହିଁ ଗଲେ ବନ୍ଧୁରେ
- ଭଷା ମେଘ ମୁଁ ଯେ ଭାସିଯଏ ଦୂରେ
- ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ
ଆଧାର
[ସମ୍ପାଦନା]- ↑ Indian Cinema. Directorate of Film Festivals, Ministry of Information and Broadcasting. 1991.
- ↑ "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ସମ୍ବିତଙ୍କୁ ମରଣୋତ୍ତର ସମ୍ମାନ, ରବିଶଙ୍କରଙ୍କୁ ଜୟଦେବ". Sambad (in ଆମେରିକୀୟ ଇଂରାଜୀ). 2019-03-01. Retrieved 2019-08-18.
- ↑ Indian Films. 1978.
- ↑ T. M. Ramachandran; S. Rukmini (1 January 1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
- ↑ "ଅତୀତରୁ". Dharitri. Retrieved 5 May 2016.
- ↑ "ପୁନରୁଦ୍ଧାର ହେବ 'ଅଭିମାନ'". Sambad (in ଆମେରିକୀୟ ଇଂରାଜୀ). 2018-09-15. Retrieved 2019-08-18.
- ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link) - ↑ "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
- ↑ "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
- ↑ "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଭିମାନ