ନିହାରିକା ସାହୁ
Appearance
ନୀହାରିକା ସାହୁ | |
---|---|
ସକ୍ରିୟ ବର୍ଷ | ୧୯୭୬-ଏବେଯାଏଁ |
ପ୍ରସିଦ୍ଧି | ଅଭିନେତ୍ରୀ |
ବୈବାହିକ-ସାଥୀ | ସ୍ୱରୂପ ନାୟକ |
ନୀହାରିକା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧][୨] ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନୀହାରିକା ସାହୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସ୍ୱରୂପ ନାୟକଙ୍କୁ ସେ ବିବାହ କରିଅଛନ୍ତି ।[୩]
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]୧୯୭୬ ମସିହାରେ ଗପ ହେଲେବି ସତ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ନୀହାରିକା, ୨୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
- ନାରୀ ନୁହେଁ ତୁ ନାରାୟଣୀ, ୨୦୦୭
- ଯାହାକୁ ରଖିବେ ଅନନ୍ତ, ୧୯୮୮
- ଛ ମାଣ ଆଠ ଗୁଣ୍ଠ, ୧୯୮୬
- ସୁନା ସଂସାର, ୧୯୭୭
- ଗପ ହେଲେବି ସତ, ୧୯୭୬
- ଅଭିମାନ, ୧୯୭୭
ଆଧାର
[ସମ୍ପାଦନା]- ↑ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
- ↑ Indian Films. 1978.
- ↑ "ଫିଲ୍ମ ଆମ ପାଇଁ ଭୋକ ଭଳି". ନିତିଦିନ. Retrieved 5 March 2017.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିହାରିକା ସାହୁ