Jump to content

ରାଧାକୃଷ୍ଣ ଭଞ୍ଜ

ଉଇକିପିଡ଼ିଆ‌ରୁ
ରାଧାକୃଷ୍ଣ ଭଞ୍ଜ
ଜନ୍ମ(1928-10-05)୫ ଅକ୍ଟୋବର ୧୯୨୮


[]
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର
ପିତାମାତାବିଶ୍ୱେଶ୍ୱର ଭଞ୍ଜ

ରାଧାକୃଷ୍ଣ ଭଞ୍ଜ ଜଣେ ଓଡ଼ିଆ କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ । ସେ ୧୯୭୭ ମସିହାରେ ଓଡ଼ିଆ କଥାଚିତ୍ର ଅଭିମାନରେ ପ୍ରଥମ ଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[]

ଚଳଚ୍ଚିତ୍ର

[ସମ୍ପାଦନା]

ରାଧାକୃଷ୍ଣ ଭଞ୍ଜ ୬ଟି କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ସେସବୁ ହେଲା:

କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ସହର ଜଳୁଚି୧୯୯୮
ମୋ କାହ୍ନୁରେ୧୯୭୬
କିଏ ପୋଛି ଦେବ ମା’ ଆଖିର ଲୁହ୧୯୯୯
ସାଗର ଗଙ୍ଗା୧୯୯୪
ମାନିନୀ୧୯୭୯
ଅଭିମାନ୧୯୭୬

ସମ୍ମାନ

[ସମ୍ପାଦନା]
  1. ଅଭିମତ, ପ୍ରଗତିବାଦୀ, ୨୮ଫେବୃଆରୀ-୬ମାର୍ଚ୍ଚ ୧୯୯୯, ପୃଷ୍ଠା-୪
  2. "ପୁନରୁଦ୍ଧାର ହେବ 'ଅଭିମାନ'". Sambad (in ଆମେରିକୀୟ ଇଂରାଜୀ). 2018-09-15. Retrieved 2019-08-18.

ଅଧିକ ତଥ୍ୟ

[ସମ୍ପାଦନା]