ସୁନା ଚଢ଼େଇ

ଉଇକିପିଡ଼ିଆ‌ରୁ
ସୁନା ଚଢ଼େଇ
ନିର୍ଦ୍ଦେଶକରବି କିନାଗୀ
ପ୍ରଯୋଜକକେଶବ ରାଉତ
ସୁନୀଲ ରାଉତ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟରବି କିନ୍ନାଗୀ
କାହାଣୀରବି କିନ୍ନାଗୀ
ବିଜୟ ମିଶ୍ର
କଳାକାରଉତ୍ତମ ମହାନ୍ତି
ଅର୍ଚ୍ଚନା ଯୋଗଲେକର
ବିଜୟ ମହାନ୍ତି
ଦେବୁ ବୋଷ
ହର ପଟ୍ଟନାୟକ
ଅନୀତା ଦାସ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣରଞ୍ଜନ କିନାଗୀ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧ ଅପ୍ରେଲ ୧୯୮୮
ଦେଶ ଭାରତ
ଭାଷାଓଡ଼ିଆ

ସୁନା ଚଢ଼େଇ, ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କେଶବ ରାଉତ ଓ ସୁନୀଲ ରାଉତ । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ରବି କିନାଗୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଉତ୍ତମ ମହାନ୍ତି, ଅର୍ଚ୍ଚନା ଯୋଗଲେକର, ବିଜୟ ମହାନ୍ତି, ଦେବୁ ବୋଷ, ହର ପଟ୍ଟନାୟକ, ଅନୀତା ଦାସ, ଅଜିତ ଦାସ, ଅକ୍ଷୟ ମହାନ୍ତି (କାଶ୍ୟପ), ଜୟୀରାମ ସାମଲ, ବିନାୟକ ମିଶ୍ର, ଅଜିତ କର, ରାଧା ପଣ୍ଡା, ଅନ୍ତର୍ଜାମୀ ପଣ୍ଡା, ଦେବୁ ବ୍ରହ୍ମା, ଅରବିନ୍ଦ ଷଡ଼ଙ୍ଗୀ, ଜ୍ୟୋତ୍ସ୍ନା ଦାସ, ରୁନୁ ପରିଜା, ବାବାଜି ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ୍, ମହେନ୍ଦ୍ର କପୁର, ଅନୁରାଧା ପୌଡ଼ୱାଲ, ରବିନ୍ଦ୍ର ସଠେ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
  3. Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.{{cite news}}: CS1 maint: unrecognized language (link)
  4. "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 18 July 2018. Retrieved 14 January 2019.
  5. "ଆରପାରିରେ ଅଭିନେତା ଅଜିତ ଦାସ". Prameyanews7. 13 September 2020. Archived from the original on 13 September 2020. Retrieved 13 September 2020.
  6. "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
  7. "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
  8. "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.

ବାହାର ଆଧାର[ସମ୍ପାଦନା]