ଲକ୍ଷ୍ମଣନାଥ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଲକ୍ଷ୍ମଣନାଥ
ଗାଆଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର ଜିଲ୍ଲା
ତହସିଲଜଳେଶ୍ୱର
Time zoneIST (+୫.୩୦)
Area code+୦୬୭**
ଯାନବାହାନ ପଞ୍ଚୀକରଣOR/01

ଲକ୍ଷ୍ମଣନାଥ ଓଡ଼ିଶାର ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲରେ ଥିବା ଏକ ଗାଆଁ ।

ଭୌଗଳିକ ଅବସ୍ଥାନ[ସମ୍ପାଦନା]

ଏହାର ଅକ୍ଷାଂଶ ୨୧° ୫୦′ ୩୨.୭୧″ ଉତ୍ତର ଓ ଦ୍ରାଘିମା ୮୭° ୧୩′ ୧୧.୧୫″ ପୂର୍ବ । ଏହା ବାଲେଶ୍ୱରଠାରୁ ୪୮ କି.ମି. ଦୂରରେ ଓ ରାଜଧାନୀ ଭୁବନେଶ୍ୱରଠାରୁ ୨୨୩ କି.ମି. ଦୂରରେ ଅବସ୍ଥିତ ।[୧]

ପାଖ ଗାଆଁ ଓ ସହର[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ପର୍ବପର୍ବାଣି[ସମ୍ପାଦନା]

ଏଠାକାର ଦୁର୍ଗା ପୂଜା ଓଡ଼ିଶା ବିଖ୍ୟାତ ।

ବ୍ୟାଙ୍କ[ସମ୍ପାଦନା]

  1. ଇଉନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ, ଜଳେଶ୍ୱର
  2. ବ୍ୟାଙ୍କ ଅଫ ବରୋଦା, ବରଡିହା
  3. ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ, ଜଳେଶ୍ୱର
  4. ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଜଳେଶ୍ୱର[୧]

ଶିକ୍ଷାନୁଷ୍ଠାନ[ସମ୍ପାଦନା]

  1. ଲକ୍ଷ୍ମଣନାଥ ହାଇସ୍କୁଲ: ଏହା ଏକ ପୁରୁଣା ବିଦ୍ୟାଳୟ ଓ ସେତେବେଳର ଉତ୍ତର ବାଲେଶ୍ୱରର ଏକମାତ୍ର ବିଦ୍ୟାଳୟ ଥିଲା । ଏଠାରୁ ମନୋଜ ଦାସଙ୍କ ଭଳି ଅନେକ ସୁପରିଚିତ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।[୩]
  2. ସେଣ୍ଟ ଜେମ୍ସ କନଭେଣ୍ଟ ସ୍କୁଲ
  3. ପଞ୍ଚାୟତ ହାଇ ସ୍କୁଲ

ଆଧାର[ସମ୍ପାଦନା]

ଛାଞ୍ଚ:ବାଲେଶ୍ୱର