ଲୀଳା ଦୁଲାଳୀ
Appearance
ଲୀଳା ଦୁଲାଳୀ | |
---|---|
ଜନ୍ମ | ୧୯୩୮ ପାର୍ବତୀପୁରମ, ଆନ୍ଧ୍ର ପ୍ରଦେଶ |
ମୃତ୍ୟୁ | ୩ ମଇ ୨୦୦୫ |
ଜାତୀୟତା | ଭାରତୀୟ |
ବୃତ୍ତି | ସିନେମା ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୫୬-୧୯୮୫ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ଲୀଳା ଦୁଲାଳି ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଲୀଳା ଦୁଲାଳୀ ୧୯୩୮ମସିହାରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ।
ଓଡ଼ିଆ କଥାଚିତ୍ରରେ ଅବଦାନ
[ସମ୍ପାଦନା]୧୯୫୬ ମସିହାରେ ଭାଇ ଭାଇ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଲୀଳା, ୧୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
କାବେରୀ | ୧୯୮୩ | ରବି କିନ୍ନାଗୀ |
ଗୌରୀ | ୧୯୭୯ | ପ୍ରଶାନ୍ତ ନନ୍ଦ |
ବନ୍ଧୁ ମହାନ୍ତି | ୧୯୭୭ | ନିତାଇ ପାଲିତ |
ବନ୍ଧନ | ୧୯୬୯ | ନିତାଇ ପାଲିତ |
କିଏ କାହାର | ୧୯୬୮ | ନିତାଇ ପାଲିତ |
ସାଧନା | ୧୯୬୪ | ପ୍ରଭାତ ମୂଖାର୍ଜୀ |
ଭାଇ ଭାଇ | ୧୯୫୬ | ନିତାଇ ପାଲିତ |
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "odiamoviedatabase". Archived from the original on 2014-02-01. Retrieved 2011-12-31.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲୀଳା ଦୁଲାଳୀ