ଲୀଳା ଦୁଲାଳୀ

ଉଇକିପିଡ଼ିଆ‌ରୁ
ଲୀଳା ଦୁଲାଳୀ
ଜନ୍ମ୧୯୩୮
ପାର୍ବତୀପୁରମ, ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୩ ମଇ ୨୦୦୫
ଜାତୀୟତା ଭାରତୀୟ
ବୃତ୍ତିସିନେମା ଅଭିନେତ୍ରୀ
Years active୧୯୫୬-୧୯୮୫
ଜଣାଶୁଣାଓଡ଼ିଆ ସିନେମା ଅଭିନେତ୍ରୀ

ଲୀଳା ଦୁଲାଳି ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଲୀଳା ଦୁଲାଳୀ ୧୯୩୮ମସିହାରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ।

ଓଡ଼ିଆ କଥାଚିତ୍ରରେ ଅବଦାନ[ସମ୍ପାଦନା]

୧୯୫୬ ମସିହାରେ ଭାଇ ଭାଇ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଲୀଳା, ୧୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
କାବେରୀ ୧୯୮୩ ରବି କିନ୍ନାଗୀ
ଗୌରୀ ୧୯୭୯ ପ୍ରଶାନ୍ତ ନନ୍ଦ
ବନ୍ଧୁ ମହାନ୍ତି ୧୯୭୭ ନିତାଇ ପାଲିତ
ବନ୍ଧନ ୧୯୬୯ ନିତାଇ ପାଲିତ
କିଏ କାହାର ୧୯୬୮ ନିତାଇ ପାଲିତ
ସାଧନା ୧୯୬୪ ପ୍ରଭାତ ମୂଖାର୍ଜୀ
ଭାଇ ଭାଇ ୧୯୫୬ ନିତାଇ ପାଲିତ

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]