ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
(ଶ୍ୟାମଳେନ୍ଦୁରୁ ଲେଉଟି ଆସିଛି)
ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ | |
---|---|
ଜନ୍ମ | |
ବୃତ୍ତି | ଅଭିନେତା |
ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଜଣେ ଓଡ଼ିଆ ସିନେ ଅଭିନେତା [୧] ଓ ନୃତ୍ୟନିର୍ଦ୍ଦେଶକ । ସେ ମୁଖ୍ୟତଃ ଜଣେ ହାସ୍ୟ-ଅଭିନେତା ଭାବେ ପାଖାପାଖି ସିନେମାରେ ଅଭିନୟ କରିଛନ୍ତି । ସେ ସ୍ତ୍ରୀ, ଝିଲିମିଲି, କିଏ କାହାର (୧୯୬୮)[୨] ଓ ଅଭିମାନ (୧୯୭୭) ଆଦି କଥାଚିତ୍ରରେ ନିଜ ଅଭିନୟ ପାଇଁ ଜଣା ।[୩] ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ୨୦୧୧ ମସିହାର ତୁମେ ହିଁ ସାଥି ମୋର ।[୪] ସେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ଓରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୫] [୬]
ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]
- ତୁମେ ହିଁ ସାଥି ମୋର, ୨୦୧୧
- ଶାସ୍ତି, ୧୯୮୯
- ଭୁଲି ହୁଏନା, ୧୯୮୭
- ଜୟଦେବ, ୧୯୮୭
- ମିଛ ମାୟା ସଂସାର, ୧୯୮୭
- ଯୋର ଯା'ର ମୂଲକ ତାର (ପୋଲିସ କନେଷ୍ଟବଳ ଶ୍ୟାମଳେନ୍ଦୁ ଭୂମିକାରେ), ୧୯୮୫
- ସମୟ ବଡ଼ ବଳବାନ (ପୋଲିସ କନେଷ୍ଟବଳ ଭୂମିକାରେ), ୧୯୮୫
- ନଳ ଦମୟନ୍ତୀ, ୧୯୮୫
- ସତ କେବେ ଲୁଚି ରହେନା, ୧୯୮୫
- ରାଜା ହରିଶ୍ଚନ୍ଦ୍ର, ୧୯୮୪
- ଜନନୀ, ୧୯୮୪
- ସ୍ୱପ୍ନ ସାଗର (ଚାକର ଭୂମିକାରେ), ୧୯୮୩
- କାବେରୀ (ବାଞ୍ଛାନିଧି ଭୂମିକାରେ), ୧୯୮୩
- ରାମ ରହିମ, ୧୯୮୩
- ଜ୍ୱାଇଁ ପୁଅ, ୧୯୮୨
- ମାନସୀ, ୧୯୮୧
- ମା ଓ ମମତା (ବସନ୍ତ ଭୂମିକାରେ), ୧୯୮୦
- ଅନୁରାଧା, ୧୯୭୦
- ଶ୍ରୀ ଜଗନ୍ନାଥ (ଶକ୍ତିଧର ଭୂମିକାରେ), ୧୯୭୯
- ଝିଲିମିଲି (ସୁନ୍ଦର ଭୂମିକାରେ), ୧୯୭୮
- ତଅପୋଇ, ୧୯୭୭
- ନାଗଫାଶ (ଗୁଡ଼ିଆ ଭୂମିକାରେ), ୧୯୭୭
- ଅଭିମାନ (ଅତିଥି କଳାକାର), ୧୯୭୭
- ଅନୁତାପ, ୧୯୭୭
- ସୁନା ସଂସାର, ୧୯୭୭
- ସିନ୍ଦୂର ବିନ୍ଦୁ, ୧୯୭୬
- ଯାଯାବର (ଗୋପୀ ଭୂମିକାରେ), ୧୯୭୫
- ମନ ଆକାଶ, ୧୯୭୪
- ଧରିତ୍ରୀ (ସୁଧୀରର ସାଙ୍ଗ ଭୂମିକାରେ), ୧୯୭୩
- ସଂସାର, ୧୯୭୧
- କିଏ କାହାର, ୧୯୬୮
- ସ୍ତ୍ରୀ, ୧୯୬୮
- ଅଭିନେତ୍ରୀ (ଚାକର ଭୂମିକାରେ), ୧୯୬୫
ନୃତ୍ୟ ନିର୍ଦ୍ଦେଶନା[ସମ୍ପାଦନା]
କଥାଚିତ୍ର | ମୁକ୍ତିଲାଭ ବର୍ଷ |
---|---|
ଅଭିଳାଷ | ୧୯୮୩ |
ଅଭିମାନ | ୧୯୭୭ |
ଆଧାର[ସମ୍ପାଦନା]
- ↑ "Odiya Celebrities: Actors". Retrieved 30 August 2015.
- ↑ "Classic in theatre after 42 years". The Telegraph. 6 September 2011. Retrieved 30 August 2015.
- ↑ Palit, Ashok. "FJF of Orissa screened yeaster year commercial hit movie Kiea Kahar". Odisha Diary. Retrieved 30 August 2015.
- ↑ "A musical entertainer in the offing". The New Indian Express. 27 March 2009. Retrieved 30 August 2015.
- ↑ "Year 1984: Abhilash". Odia Movie Database. Retrieved 30 August 2015.
- ↑ ସିଂ, ଭୀମ. ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ.
ବାହାର ଲିଙ୍କ[ସମ୍ପାଦନା]
- ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ (ଇଣ୍ଟରନେଟ ମୁଭି ଡାଟାବେସରେ)