କିଏ କାହାର
ଦେଖଣା
କିଏ କାହାର | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ (ନିତ୍ୟାନନ୍ଦ ପାଲିତ)[୧] |
ପ୍ରଯୋଜକ | ଧୀର ବିଶ୍ୱାଳ |
କଳାକାର | ଶରତ ପୂଜାରୀ ସୌଦାମିନୀ ଅଶୋକ ଚକ୍ରବର୍ତ୍ତୀ ଧୀର ବିଶ୍ୱାଳ ଲୀଳା ଦୁଲାଳୀ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ସମ୍ପାଦକ | ସୁବୋଧ ମିତ୍ର |
ମୁକ୍ତିଲାଭ ତାରିଖ | ୩୦ଅଗଷ୍ଟ ୧୯୬୮[୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
କିଏ କାହାର, ୧୯୬୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ ।[୩][୪]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘କିଏ କାହାର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଶରତ ପୂଜାରୀ
- ସୌଦାମିନୀ
- ଅଶୋକ ଚକ୍ରବର୍ତ୍ତୀ
- ଧିର ବିଶ୍ୱାଳ[୫]
- ଲୀଳା ଦୁଲାଳୀ[୬]
- ମଣିମାଳା
- ନରେନ୍ଦ୍ର କୁମାର ବେହେରା (ନରି)
- ନିରଞ୍ଜନ
- ସାମୁଏଲ ସାହୁ (ବାବି)
- ଶ୍ୟାମଳେନ୍ଦୁ
- ସାଗର କୁମାର ଦାସ[୭]
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଅକ୍ଷୟ ମହାନ୍ତି[୩]
ଗୀତ
[ସମ୍ପାଦନା]ଗୀତ | ଗୀତିକାର | ଗାୟକ / ଗାୟିକା |
---|---|---|
ହେମ ହରିଣୀ ମଥାର ମଣି | କାଳୀଚରଣ ପଟ୍ଟନାୟକ | ନିର୍ମଳା ମିଶ୍ର ଓ ସିପ୍ରା ବୋଷ |
ହାୟ ମଦଭରି ଆଖି | ପାର୍ଥସାରଥୀ ମହାପାତ୍ର | ଶ୍ଯାମଲ ମିତ୍ର |
ଉଡ଼ି ଉଡ଼ି ଉଡ଼ି ଉଡ଼ି ଯାରେ | ନାରାୟଣ ପ୍ରସାଦ ସିଂହ | ଅକ୍ଷୟ ମହାନ୍ତି |
ଚକୋରୀ ଝରାନା ଲୁହ | ଅକ୍ଷୟ ମହାନ୍ତି | ଅକ୍ଷୟ ମହାନ୍ତି |
ଉଦାସୀ ଆଖି ଚାହିଁ ରହେ | ନାରାୟଣ ପ୍ରସାଦ ସିଂହ | ଆରତି ମୁଖାର୍ଜୀ |
ପରଦେଶୀ ବନ୍ଧୁ ତୁମେ | ଦେବଦାସ ଛୋଟରାୟ | ସିପ୍ରା ବୋଷ |
ଫୁଲେଇ ରାଣୀ ସଜଫୁଲ | ଗୁରୁକୃଷ୍ଣ ଗୋସ୍ୱାମୀ | ଅକ୍ଷୟ ମହାନ୍ତି ଓ ସିପ୍ରା ବୋଷ |
ଆଖି ନୁହେଁ ସେ ଯେ | କାଳୀଚରଣ ପଟ୍ଟନାୟକ | ନିର୍ମଳା ମିଶ୍ର |
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2016-02-04.
{{cite web}}
: Cite has empty unknown parameter:|1=
(help) - ↑ Kamal K. Mohanty (2001). Orissa, the lost footsteps. Vision Publications. ISBN 978-81-87176-00-8.
- ↑ ୩.୦ ୩.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1993–. ISBN 978-1-135-94325-7.
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.
- ↑ http://www.odisha.com/20050504/fullstory/story_5.html
- ↑ "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କିଏ କାହାର