କଣ୍ଢେଇ (ଓଡ଼ିଆ କଥାଚିତ୍ର)
ଦେଖଣା
କଣ୍ଢେଇ | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ |
ପ୍ରଯୋଜକ | ପ୍ରଶାନ୍ତ ନନ୍ଦ ଅବ୍ଦୁଲ ସାୟେଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ଶ୍ରୀରାମ ପଣ୍ଡା ପ୍ରଶାନ୍ତ ନନ୍ଦ ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ଗୋପା ବିଶ୍ୱାସ ସୁରେଶ ବଳ ପ୍ରତିଭା ସାହୁ ସୁଲୁ ମହାନ୍ତି |
ସଙ୍ଗୀତ | ପ୍ରଶାନ୍ତ ନନ୍ଦ |
ଚିତ୍ରଗ୍ରହଣ | ଜୁଗଳ ଦେବତା ମଧୁକର ଏସ୍. ରାଓ |
ସମ୍ପାଦକ | ପ୍ରଶାନ୍ତ ନନ୍ଦ ବିବେକ ଶତପଥୀ |
ମୁକ୍ତିଲାଭ ତାରିଖ | ୧୯୯୦ |
ଦେଶ | ![]() |
ଭାଷା | ଓଡ଼ିଆ |
କଣ୍ଢେଇ, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ନନ୍ଦ ଏବଂ ଅବ୍ଦୁଲ ସାୟେଦ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଶ୍ରୀରାମ ପଣ୍ଡା ପ୍ରଶାନ୍ତ ନନ୍ଦ ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ଗୋପା ବିଶ୍ୱାସ ସୁରେଶ ବଳ ପ୍ରତିଭା ସାହୁ ସୁଲୁ ମହାନ୍ତି ପ୍ରେମାଞ୍ଜନ ପରିଡ଼ା ସଙ୍ଗୀତା ଦାସ ସର୍ବଜିତ ମହାନ୍ତି ବ୍ୟୋମୋକେଶ ତ୍ରିପାଠୀ ଅବ୍ଦୁଲ ସାୟେଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଶ୍ରୀରାମ ପଣ୍ଡା
- ପ୍ରଶାନ୍ତ ନନ୍ଦ
- ଉତ୍ତମ ମହାନ୍ତି
- ମହାଶ୍ୱେତା ରାୟ[୧]
- ଗୋପା ବିଶ୍ୱାସ
- ସୁରେଶ ବଳ
- ପ୍ରତିଭା ସାହୁ
- ସୁଲୁ ମହାନ୍ତି
- ପ୍ରେମାଞ୍ଜନ ପରିଡ଼ା
- ସଙ୍ଗୀତା ଦାସ
- ସର୍ବଜିତ ମହାନ୍ତି
- ବ୍ୟୋମୋକେଶ ତ୍ରିପାଠୀ
- ଅବ୍ଦୁଲ ସାୟେଦ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ସୁବାସ ଦାସ, ଲୀନା ଘୋଷ, ଜଲି ମୁଖାର୍ଜୀ, ରଘୁନାଥ ପ୍ରଧାନ, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 3 February 2018. Retrieved 24 August 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କଣ୍ଢେଇ