କଣ୍ଢେଇ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
କଣ୍ଢେଇ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକପ୍ରଶାନ୍ତ ନନ୍ଦ
ଅବ୍‌ଦୁଲ ସାୟେଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରଶ୍ରୀରାମ ପଣ୍ଡା
ପ୍ରଶାନ୍ତ ନନ୍ଦ
ଉତ୍ତମ ମହାନ୍ତି
ମହାଶ୍ୱେତା ରାୟ
ଗୋପା ବିଶ୍ୱାସ
ସୁରେଶ ବଳ
ପ୍ରତିଭା ସାହୁ
ସୁଲୁ ମହାନ୍ତି
ସଙ୍ଗୀତପ୍ରଶାନ୍ତ ନନ୍ଦ
ଚିତ୍ରଗ୍ରହଣଜୁଗଳ ଦେବତା
ମଧୁକର ଏସ୍. ରାଓ
ସମ୍ପାଦକପ୍ରଶାନ୍ତ ନନ୍ଦ
ବିବେକ ଶତପଥୀ
ମୁକ୍ତିଲାଭ ତାରିଖ
୧୯୯୦
ଦେଶ ଭାରତ
ଭାଷାଓଡ଼ିଆ

କଣ୍ଢେଇ, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ନନ୍ଦ ଏବଂ ଅବ୍‌ଦୁଲ ସାୟେଦ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଶ୍ରୀରାମ ପଣ୍ଡା ପ୍ରଶାନ୍ତ ନନ୍ଦ ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ଗୋପା ବିଶ୍ୱାସ ସୁରେଶ ବଳ ପ୍ରତିଭା ସାହୁ ସୁଲୁ ମହାନ୍ତି ପ୍ରେମାଞ୍ଜନ ପରିଡ଼ା ସଙ୍ଗୀତା ଦାସ ସର୍ବଜିତ ମହାନ୍ତି ବ୍ୟୋମୋକେଶ ତ୍ରିପାଠୀ ଅବ୍‌ଦୁଲ ସାୟେଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ସୁବାସ ଦାସ, ଲୀନା ଘୋଷ, ଜଲି ମୁଖାର୍ଜୀ, ରଘୁନାଥ ପ୍ରଧାନ, ଅନୁରାଧା ପଢ଼ୁଆଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 24 August 2018. Retrieved 24 August 2018.

ବାହାର ଆଧାର[ସମ୍ପାଦନା]