ରବି କିନ୍ନାଗି

ଉଇକିପିଡ଼ିଆ ରୁ
Jump to navigation Jump to search
ରବି କିନ୍ନାଗି
ଜନ୍ମ ଓ ଜନ୍ମସ୍ଥାନ୧୯ ଅକ୍ଟୋବର ୧୯୫୫
ଢାକା
ଜାତୀୟତାଭାରତୀୟ
ଜୀବିକାଚଳଚ୍ଚିତ୍ର ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୯୦ ରୁ

ରବି କିନ୍ନାଗି ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସ୍କ୍ରିପ୍ଟ ଲେଖକ । ସେ ଅନେକ ବଙ୍ଗଳାଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର ହେଉଛି "ଜୀବନ ସଂଗୀ" (୧୯୯୦) । ତାଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ବଙ୍ଗଳା ଚଳଚ୍ଚିତ୍ର ହେଉଛି ସୋନାର ଖାଞ୍ଚା (୧୯୯୮), ଅନ୍ନଦାତା (୨୦୦୨), ଚମ୍ପିଆନ (୨୦୦୩), ମସ୍ତାନ(୨୦୦୪) ଇତ୍ୟାଦି । ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଜଣାଶୁଣା କିଛି ଚଳଚ୍ଚିତ୍ର ହେଲା ଆଇ ଲଭ ୟୁ (୨୦୦୭), ପ୍ରେମର କାହିନୀ (୨୦୦୮), ଯୋଶ (୨୦୧୦) ଇତ୍ୟାଦି ।[୧] ତାଙ୍କଦ୍ୱାରା ନିର୍ଦ୍ଦେଶିତ କିଛି ଓଡ଼ିଆ ଚଳଚ୍ଚିତ୍ର ହେଲା ସୁନା ଚଢେଇ, ଆମ ଘର ଆମ ସଂସାର, ପଦଦେଶୀ ଚଢେଇ, ଭାଇ ହେଲା ଭଗାରୀ, ପବିତ୍ର ବନ୍ଧନ ଇତ୍ୟାଦି ।

ଚଳଚ୍ଚିତ୍ର ନିର୍ଦ୍ଦେଶନା[ସମ୍ପାଦନା]

ଓଡ଼ିଆ ଚଳଚ୍ଚିତ୍ର[ସମ୍ପାଦନା]

ବଙ୍ଗଳା ଚଳଚ୍ଚିତ୍ର[ସମ୍ପାଦନା]

  • ଜୀବନ ସଂଗୀ (୧୯୯୦)
  • ଅନ୍ନଦାତା (୨୦୦୨)
  • ଚମ୍ପିୟାନ (୨୦୦୩)
  • ପ୍ରେମୀ (୨୦୦୪)
  • ମସ୍ତାନ (୨୦୦୪)
  • ବନ୍ଧନ (୨୦୦୪)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Rabi Kinagi - Movies, Biography, News, Age & Photos". BookMyShow. Retrieved 22 May 2019.

ଅଧିକ ତଥ୍ୟ[ସମ୍ପାଦନା]