ବିଶ୍ୱନାଥ ରାଓ

ଉଇକିପିଡ଼ିଆ‌ରୁ

ବିଶ୍ୱନାଥ ରାଓ ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତ ଗୁରୁ। ଆକାଶବାଣୀ କଟକରୁ ପ୍ରଚାରିତ ତାଙ୍କର ଅନେକ ଗୀତ ଲୋକପ୍ରିୟ।

ଗାଇଥିବା ଗୀତର ତାଲିକା

କ୍ରମ ଗୀତ ଗୀତିକାର ଦୃଶ୍ୟବନ୍ଧ
ଅଭିମାନୀ ପ୍ରିୟତମା ହିମାଂଶୁ ଭୂଷଣ ସାବତ [୧]
ପୀରତିରେ କରତିଟା ଲକ୍ଷ୍ମୀନାରାୟଣ ମହାନ୍ତି [୨]
ସାଥି ମୋର ଟିକେ କୁହ ଲକ୍ଷ୍ମୀନାରାୟଣ ମହାନ୍ତି [୩]
ବିଭାବରି କବରୀରେ
ଏ ମନେ ଝୁରୁଛି କୃଷ୍ଣ


୧) ମୋଦ୍ୱାରା ରଚିତ କେତୋଟି ଗୀତରେ ପ୍ରଣବ ପଟ୍ଟନାୟକ, ମହମ୍ମଦ ସିକନ୍ଦର ଆଲାମ, ଆରତି ମିଶ୍ର, ଅତୀଶ୍‌ କୁମାର ମଜୁମଦାର, ବିଶ୍ୱନାଥ ରାଓ, ତୃପ୍ତି ଦାସ, ସୁବାସ ଦାଶ, ତପୁ ମିଶ୍ର, କୁମାର ବାପି, କରୁଣାକର, ଶଶାଙ୍କ ଶେଖର, ଇରା ମହାନ୍ତି, କ୍ଷିତୀପ୍ରକାଶ ମହାପାତ୍ର ଏବଂ ଅନନ୍ୟା ଶ୍ରୀତମ୍‌ ନନ୍ଦ ପ୍ରମୁଖ କଣ୍ଠଶିଳ୍ପୀ ଗୀତ ଗାଇଛନ୍ତି। [୪]

୨) ଦଶବର୍ଷ ବୟସରରେ ସେ ବିଧିବଦ୍ଧ ଭାବେ ଅଖିଳ କୁମାର ଲେଙ୍କା, ନିରୋଜ ନଳିନୀ କୁଅଁର, ତରଣୀ ରଞ୍ଜନ ଜେନା ଓ ବିଶ୍ୱନାଥ ରାଓ ଆଦି ସଂଗୀତ ଗୁରୁଙ୍କଠାରୁ ଓଡିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୁ ଆଦି ଶିଖିବା ଆରମ୍ଭ କରିଥିଲେ । ପରେ ସେ ଜେ.ଭି.ଏସ. ରାଓ, ଦୀପକ ବସୁ, ନିତାଇ ସିହ୍ନାଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ସୁନାକର ସାହୁଙ୍କଠାରୁ ସୁଗମ ସଙ୍ଗୀତ ଓ ହରମୋହନ ଖୁଣ୍ଟିଆଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । [୫]

  1. Biswanath Rao & Arati Goswami sings.....Abhimani...... from Archival Odia Radio Recordings, retrieved 2023-12-01
  2. Piratire Karati ta Jadi I Singer- Biswanath Rao I Lyric- Laxminarayan Mohanty I Music Rakhal Mohanty, retrieved 2023-12-01
  3. Sathi Mora Tike Kuha I Singer- Biswanath Rao I Lyric-Laxminarayan Mohanty I Music- Rakhal Mohanty, retrieved 2023-12-01
  4. Pattnaik, Sagarika (2022-07-10). "ଅନୁଭବ ବିନା ଗୀତ ଲେଖି ହୁଏନା - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2023-12-01.
  5. maarasmiodiduni (2020-11-24). "ପ୍ରଥମ ଥର ପାଇଁ ଦେଖନ୍ତୁ ନମିତା ଅଗ୍ରୱାଲଙ୍କ ଝିଅଙ୍କୁ, ହେବେ ଆଗାମୀ ହେରୋଇନ!". Odia Dunia (in ଆମେରିକୀୟ ଇଂରାଜୀ). Retrieved 2023-12-01.