କଣ୍ଢେଇ ଆଖିରେ ଲୁହ

ଉଇକିପିଡ଼ିଆ‌ରୁ
(Kandhei AKhire Luhaରୁ ଲେଉଟି ଆସିଛି)
କଣ୍ଢେଇ ଆଖିରେ ଲୁହ
ନିର୍ଦ୍ଦେଶକରବି କିନ୍ନାଗି
ପ୍ରଯୋଜକପ୍ରଭାତ ରଞ୍ଜନ ପଟ୍ଟନାୟକ
ଚିତ୍ରନାଟ୍ୟରବି କିନ୍ନାଗୀ
କାହାଣୀଶଙ୍କର କିନ୍ନାଗୀ
କଳାକାରସିଦ୍ଧାନ୍ତ ମହାପାତ୍ର
ରଚନା ବାନାର୍ଜୀ
ଦେବୁ ବୋଷ
ରାଇମୋହନ ପରିଡ଼ା
ପ୍ରେମାଞ୍ଜନ ପରିଡ଼ା
ଜୟୀରାମ ସାମଲ
ରୁନୁ ପରିଜା
ନମ୍ରତା ଦାସ
ସୁରେଶ ବଳ
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୨୦୦୪
ଦେଶ ଭାରତ
ଭାଷାଓଡ଼ିଆ

କଣ୍ଢେଇ ଆଖିରେ ଲୁହ, ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତ ରଞ୍ଜନ ପଟ୍ଟନାୟକ ।[୨][୩] ଶଙ୍କର କିନ୍ନାଗୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରବି କିନ୍ନାଗୀ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ, ରାଇମୋହନ ପରିଡ଼ା, ପ୍ରେମାଞ୍ଜନ ପରିଡ଼ା, ଜୟୀରାମ ସାମଲ, ରୁନୁ ପରିଜା, ନମ୍ରତା ଦାସ, ସୁରେଶ ବଳ, ଅଶୋକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି[୭] ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁପମା ଦେଶପାଣ୍ଡେ, ସୋନୁ ନିଗମ, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ସିନ୍ଦୂର ତ ପର କଲା" 
2."ମାଆ କାଳି ମହାକାଳୀ" 
3."ଝୁମୁକା ଥିଲା" 
4."ଘରକୁ ସୁନ୍ଦର" 
5."ଚାଲିବ ଚାଲିବ" 
6."ଚୁଲବୁଲି ଚୁଲବୁଲି" 

ଆଧାର[ସମ୍ପାଦନା]

  1. "Be Prepared To Be Thrilled Soon By 'Rahasya'". Mycitylinks- Bhubaneswar | Cuttack | Puri (in ଇଂରାଜୀ). Archived from the original on 10 January 2019. Retrieved 29 December 2018.
  2. "ଫିଲ୍ମ ପ୍ରଯୋଜକ କୁଶ ପଟ୍ଟନାୟକଙ୍କ ପରଲୋକ | Odisha Reporter". odishareporter.in. 1 July 2018. Retrieved 26 August 2018.
  3. "ସ୍ମୃତିରେ ସ୍ମୃତିରେ କୁଶ ଭାଇ - Sambad | DailyHunt". DailyHunt (in ଇଂରାଜୀ). ସମ୍ବାଦ. 1 July 2017. Retrieved 26 August 2018.
  4. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  5. "ରଚନାଙ୍କ ପରେ ଓଲିଉଡରେ ରାଜ୍ କରୁଛନ୍ତି ବଙ୍ଗୀୟ ନାୟିକା ଝିଲିକ - Odisha Live | DailyHunt". DailyHunt (in ଇଂରାଜୀ). Odisha Live. 24 May 2018. Retrieved 26 August 2018.
  6. "ଆଜି ଏହି ଦୁଇ ଓଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ ସେଲିବ୍ରିଟିଙ୍କର ଜନ୍ମ ଦିନ | Sambad". Sambad. 8 February 2018. Retrieved 26 August 2018.
  7. "ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2021. Retrieved 17 May 2021.

ବାହାର ଆଧାର[ସମ୍ପାଦନା]