ଅଶାନ୍ତ ଗ୍ରହ

ଉଇକିପିଡ଼ିଆ‌ରୁ
ଅଶାନ୍ତ ଗ୍ରହ
ନିର୍ଦ୍ଦେଶକଶରତ ପୂଜାରୀ
ପ୍ରଯୋଜକତୋଫାନ ତ୍ରିପାଠୀ(ସମଲେଶ୍ୱରୀ ପିକ୍ଚର୍ସ)
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟଶରତ ପୂଜାରୀ
କାହାଣୀବିଜୟ ମିଶ୍ର
କଳାକାରହେମନ୍ତ ଦାସ, ଶରତ ପୂଜାରୀ, ମହାଶ୍ୱେତା ରାୟ
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୮୨ ମେ ୧୪
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୬ଲକ୍ଷ ୬୫ହଜାର

ଶରତ ପୂଜାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଅଶାନ୍ତ ଗ୍ରହ ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା ।[୧]

ଚଳଚ୍ଚିତ୍ରର ବହୁଭାଗ ପଶ୍ଚିମ ଓଡ଼ିଶାର ସମ୍ଭଲପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନରେ ସୁଟିଙ୍ଗ କରାଯାଇଥିଲା ।

ଅଭିନୟରେ[ସମ୍ପାଦନା]

ଏହି କଥାଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ :

ଗୀତ ରଚନା[ସମ୍ପାଦନା]

କଣ୍ଠଦାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. T. M. Ramachandran; S. Rukmini (1 January 1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
  2. http://www.telegraphindia.com/1110903/jsp/orissa/story_14458994.jsp
  3. http://sambad.in/news/entertainment/asantagraha-odia-movie/79031.html[permanent dead link]

ବାହାର ଆଧାର[ସମ୍ପାଦନା]