ମଥୁରା ବିଜୟ

ଉଇକିପିଡ଼ିଆ‌ରୁ
ମଥୁରା ବିଜୟ
ନିର୍ଦ୍ଦେଶକଏ ସଞ୍ଜିବୀ
ପ୍ରଯୋଜକବାବୁଲାଲ ଦୋଶୀ
କଳାକାରଶ୍ରୀକାନ୍ତ ଗୌତମ
ରୂପଲେଖା
ଶରତ ପୂଜାରୀ
ପବନ କୁମାର
ଅନିତା ଦାସ
ସଙ୍ଗୀତବାଳକୃଷ୍ଣ ଦାଶ
ଚିତ୍ରଗ୍ରହଣକେ.ଏସ୍ ପ୍ରସାଦ
ବାବୁ ରାଓ
ସମ୍ପାଦକଏ. ସଞ୍ଜିବୀ
ମୁକ୍ତିଲାଭ ତାରିଖ
୧୯୭୯
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୮ ଲକ୍ଷ ୨୫ ହଜାର

ମଥୁରା ବିଜୟ ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏ ସଞ୍ଜିବୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବାଳକୃଷ୍ଣ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିରେ କୃଷ୍ଣ ଭୂମିକାରେ ଶ୍ରୀକାନ୍ତ ଗୌତମ, ରାଧା ଭୂମିକାରେ ରୂପଲେଖା, କଂସ ଭୂମିକାରେ ଶରତ ପୂଜାରୀ, ନନ୍ଦ ଭୂମିକାରେ ପବନ କୁମାର ଓ ଯଶୋଦା ଭୂମିକାରେ ଅନିତା ଦାସ ଅଭିନୟ କରିଥିଲେ । ମିହିର ଦାସ, ଜୟା ସ୍ୱାମୀ, ଗୀତା ରାଓ, ଦୀପା ସାହୁ, ଜୟୀରାମ ସାମଲ, ମାମିନା, ରୁକମଣୀ, ତାପସ ଦାସଗୁପ୍ତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଏ ବାଳକୃଷ୍ଣ ଦାଶନାରାୟଣ ପ୍ରସାଦ ସିଂହ,[୩] ଗୌର ପଟ୍ଟନାୟକ, ବୈକୁଣ୍ଠନାଥ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଭିକାରୀ ବଳ,[୪][୫] ଶେଖର ଘୋଷ, ବାଣୀ ଜୟରାମ, ଗୀତା ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର[ସମ୍ପାଦନା]

  1. Sahoo, Biswajit (7 July 2023). "ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ଶ୍ରୀକାନ୍ତ ଗୌତମଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର". OdishaLIVE (in ଆମେରିକୀୟ ଇଂରାଜୀ). Archived from the original on 29 August 2023. Retrieved 29 August 2023.
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  3. ତ୍ରିପାଠୀ, ସିନ୍ଧୁଜ୍ୟୋତି (9 June 2020). "ଆଜି ବି ମନେ ପଡ଼ନ୍ତି ଗୀତିକବି ରସରାଜ: ନାରାୟଣ ପ୍ରସାଦ ସିଂହ". ଶୁଭପଲ୍ଲବ (in ଆମେରିକୀୟ ଇଂରାଜୀ). Retrieved 29 August 2023.
  4. "ଆଜି ଜୟନ୍ତୀ: ମନେପଡ଼ନ୍ତି ଭଜନ ସମ୍ରାଟ ଭିକାରୀ ବଳ, ମହାପ୍ରଭୁଙ୍କ ଚାମର ସେବକ ଥିଲେ". Sambad. 25 May 2023. Archived from the original on 29 August 2023. Retrieved 29 August 2023.
  5. "ବରିଷ୍ଠ ଆଇଏଏସ୍ ମନୋଜ ମିଶ୍ର ଓ ସଂଜୟ ସିଂଙ୍କୁ ଭଲ ଲାଗେ ଭିକାରୀ ବଳଙ୍କ ଭଜନ". News18 Odia. 26 May 2022. Archived from the original on 1 July 2022. Retrieved 29 August 2023.

ବାହାର ଆଧାର[ସମ୍ପାଦନା]