ମାମିନା

ଉଇକିପିଡ଼ିଆ‌ରୁ
ମାମିନା
Born
ଜ୍ୟୋତ୍ସ୍ନା ଶତପଥୀ
Occupationଅଭିନେତ୍ରୀ
Years active୧୯୭୮- ୨୦୧୪

ମାମିନା (ଜନ୍ମ ନାମ ଜ୍ୟୋତ୍ସ୍ନା ଶତପଥୀ) ଜଣେ ଓଡ଼ିଆ କଥାଚିତ୍ର ଜଗତର ଅଭିନେତ୍ରୀ ଥିଲେ । ଅଭିନେତ୍ରୀ ରୁକ୍ମଣୀ ଦେବୀଙ୍କ ପ୍ରେରଣାରେ, ୧୯୭୮ ମସିହାରେ ସେ ଗୌରୀ କଥାଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୧୪ ମସିହା ଡିସେମ୍ବର ୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Popular Odia actress MAMINA passes away". OrissaDiary. Retrieved 8 December 2014.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]