Jump to content

ଗୀତା ରାଓ

ଉଇକିପିଡ଼ିଆ‌ରୁ
ଗୀତା ରାଓ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୦-୧୯୯୪

ଗୀତା ରାଓ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[][] ସେ ୧୯୭୦ ମସିହାରେ ଓଡ଼ିଆ କଥାଚିତ୍ର ଅଦିନ ମେଘରୁ ଅଭିନୟ ଆରମ୍ଭ କରିଥିଲେ । ସେ ୧୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[] ଗୀତା ଶଙ୍ଖ ମହୂରୀ, ଆରତୀ, ଗୃହ ଲକ୍ଷ୍ମୀ, କୋଟିଏ ମଣିଷ ଗୋଟିଏ ଜଗା, ସାଗର ଗଙ୍ଗା, ସୁନା ଭାଉଜ, ଭାଇ ହେଲା ଭଗାରି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୭୦ଅଦିନ ମେଘଅଳକା ଦାସ
୧୯୭୮ଶଙ୍ଖ ମହୂରୀକ୍ଷମା
୧୯୮୧ଆରତୀ
୧୯୮୧ଟିକେ ହସ ଟିକେ ଲୁହ
୧୯୮୩ମହାସତୀ ସାବିତ୍ରୀ
୧୯୮୪ରାଧା
୧୯୮୫ଗୃହଲକ୍ଷ୍ମୀଅର୍ପିତା
୧୯୮୬ଛ ମାଣ ଆଠ ଗୁଣ୍ଠ
୧୯୮୮ଲାଲ ପାନ ବିବି
୧୯୮୮ଯାହାକୁ ରଖିବେ ଅନନ୍ତ
୧୯୮୯ସାଗର
୧୯୮୯ ଶାସ୍ତି
୧୯୯୧ତୋ ବିନୁ ଅନ୍ୟ ଗତି ନାହିଁପାର୍ବତୀ
୧୯୯୧କି ହେବ ଶୁଆ ପୋଷିଲେଦୁର୍ଗା ଦେବୀ
୧୯୯୧କୋଟିଏ ମଣିଷ ଗୋଟିଏ ଜଗାକଲ୍ୟାଣୀ
୧୯୯୪ସାଗର ଗଙ୍ଗା
୧୯୯୪ସୁନା ଭାଉଜକଲ୍ୟାଣୀ
୧୯୯୪ଭାଇ ହେଲା ଭଗାରିଆଶାର ମାଆ
  1. "List of Actress Acted in Oriya / Odia Films since 1936". Odia Cinema World. Retrieved 5 April 2017.
  2. "Oriya Film Industry". Welcome Orissa. Archived from the original on 23 December 2008. Retrieved 5 April 2017.
  3. "Odia film actress Geeta Rao". MoOdisha.com. Retrieved 5 April 2017.[permanent dead link]

ଅଧିକ ତ‌ଥ୍ୟ

[ସମ୍ପାଦନା]